Odisha Link
Bridging the Missing Links in Odisha
Daily Archives

June 1, 2021

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର। ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର…

ବାତିଲ ହେଲା ଦ୍ବାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିବିଏସଇ ଦ୍ବାଦଶ ପରୀକ୍ଷା। ଦେଶରେ କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରରେ ରଖି କେନ୍ଦ୍ର ସରକାର ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯ଼ାଇଛି। ଏହି…

ସପ୍ତାହକ ମଧ୍ୟରେ ଲଞ୍ଚ୍‌ ହେବ ବ୍ଲାକ୍‌…

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ଦେଉଥିବା ବାବାଦୀୟ ବୟାନ ପାଇଁ ବାବା ରାମଦେବ ଚର୍ଚ୍ଚାରେ। ବାବା ରାମଦେବଙ୍କୁ ନେଇ ଡାକ୍ତରଙ୍କ ମହଲ​‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ ନେଇ ମଧ୍ୟ…

ସମ୍ ଅଲ୍ଟିମେଟ ମେଡିକାୟରରେ ବ୍ଲାକ ଫଙ୍ଗସ…

ଭୁବନେଶ୍ୱର: ବ୍ଲାକ ଫଙ୍ଗସରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମ୍ରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି। ଗଞ୍ଜାମ ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମଧୁବାବୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମା'ଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ମଧୁବାବୁ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି। ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟୀତ୍ବ ମନୋଜ ମହାନ୍ତିଙ୍କୁ ଦିଆଯାଇଛି। ସେହିପରି ଇଡ୍‌କୋ ଭୂମି ବିଭାଗ ମୁଖ୍ୟ…

ଇନ୍ଦ୍ରମଣି ତ୍ରିପାଠୀ ହେଲେ ନୂଆ ସୂଚନା ଓ…

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି। ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏହି ବଦଳି ହୋଇଛି। ସୂଚନା ଓ ଲୋକ…

ମିଶନ୍ ଶକ୍ତିର କମିଶନର୍ ଓ ସଚିବ ହେଲେ…

ଭୁବନେଶ୍ୱର: ଆଜିଠାରୁ ଓଡିଶାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ। ମିଶନ ଶକ୍ତି ବିଭାଗ ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି। ବିଭାଗ ପୃଥକୀକରଣକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଲୋକସେବା ଭବନରେ କାର୍ଯ୍ୟ କରିବ ନୂଆ ମିଶନ…

ଚଳିତବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ। କେନ୍ଦ୍ରାଞ୍ଚଳ ମୁଖ୍ୟତଃ…

ଜାମିନରେ ଆସିବା ପରେ ପତ୍ନୀଙ୍କ ବିରୋଧରେ…

ନୂଆଦିଲ୍ଲୀ: ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରାଙ୍କୁ ଆଜି ମୁମ୍ବାଇ ପୋଲିସ ଗିରଫ କରିଥିଲା।  କରନଙ୍କ ବିରୋଧରେ ତାଙ୍କ ପତ୍ନୀ ନିଶା ଘରୋଇ ହିଂସାର ଅଭିଯୋଗ କରିଥିଲେ। ଫଳରେ ପୋଲିସ କରନଙ୍କୁ ଗିରଫ କରି ହେପାଜତକୁ ନେଇଥିଲା। ବର୍ତ୍ତମାନ କରନଙ୍କୁ ଜାମିନ ମିଳିଥିବା…