Odisha Link
Bridging the Missing Links in Odisha
Daily Archives

June 1, 2021

+୨ ଛାତ୍ର ଛାତ୍ରୀଙ୍କୁ ଟିକାକରଣ!

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ଓ ତାଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ନେଇ ଉଲ୍ଲେଖ…

ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ…

ଭୁବନେଶ୍ୱର: ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ। କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ,ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ବଢୁଛି। ଯେତିକି ମୃତ୍ୟୁ ସଂଖ୍ୟା ବାହାରିଛି ତାହା ୨ ସପ୍ତାହ ତଳର। ଯେତେବେଳେ ନିୟମିତ ୧୧…

କରୋନା କାଳରେ ପଞ୍ଜାବ କଂଗ୍ରେସରେ କଳହ

ନୂଆଦିଲ୍ଲୀ: କରୋନା କାଳରେ ପଞ୍ଜାବ ରାଜନୀତିରେ ହଟଚମଟ। ଯାହାକୁ ନେଇ ପଞ୍ଜାବ ରାଜନୀତି ସରଗରମ। ଏସବୁ ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସମସ୍ତ ବିଧାୟକ, ମନ୍ତ୍ରୀ ଓ ରାଜ୍ୟ ନେତା ମାନଙ୍କୁ ଦିଲ୍ଲୀ ଡକାଇଛନ୍ତି। ଅନ୍ୟପଟେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ଦିଲ୍ଲୀ…

ଦିଲ୍ଲୀ ନପହଞ୍ଚିବାରୁ ଅଲପନଙ୍କୁ…

କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର ଦିଲ୍ଲୀ ଡାକରା ସତ୍ତ୍ବେ ସେ ଗତକାଲି ଯୋଗ ଦେଇ ନଥିଲେ। ଏଥିସହ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନିଜର ମୁଖ୍ୟ…

ଟିକା ନେଲେ ମିଳିବ ୧୦ କୋଟି

ନୂଆଦିଲ୍ଳୀ: କରୋନା ଟିକା ନେଲେ ମିଳିବ ୧୦ କୋଟି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅନେକ ସ୍ଥାନରେ ଲୋକମାନେ ଟିକା ନେବାକୁ ଅଗ୍ରାହ୍ୟ କରୁଥିବା ବେଳେ ଟିକାକରଣକୁ ଶତପ୍ରତିଶତ କରିବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ କୌଶଳ ଆପଣେଇଛନ୍ତି ବିଭନ୍ନ ଦେଶ। ହଂକଂରେ…

ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ସନ୍ଧ୍ୟାରେ…

ନୂଆଦିଲ୍ଲୀ: ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ସମସ୍ତ ସାମ୍ଭାବ୍ୟ ଦିଗ ଉପରେ ଆଲୋଚନା କରାଯିବ। ଅନ୍ୟପଟେ ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ନେଇ ଗୁରୁବାର…

ଗ୍ଲୋବାଲ ଟେଣ୍ଡରକୁ ଝଟକା, ପ୍ରି-ବିଡରେ…

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ କରୋନା ଟିକା ମିଳିବା ନେଇ ସନ୍ଦେହ। କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…

ଏମ୍ସରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ମେଡିକାଲରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏପ୍ରିଲ ମାସରେ ଶିକ୍ଷାମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲ। ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିିଥିଲେ। ହେଲେ ପୋଷ୍ଟ କୋଭିଡ ସମସ୍ୟା…

Viral Video: ବରଣମାଳା ପକାଇବା ପୂର୍ବରୁ…

ପ୍ରତାପଗଡ଼: କରୋନା ଯୋଗୁଁ ଆଉ ବାହା ଘରରେ ବାଜୁନି ବାଜା। ନା ଦେଖିବାକୁ ମିଳୁଛି ବରଯାତ୍ରୀଙ୍କ ନାଚ। ହେଲେ କରୋନା କାଳରେ ଏପରି ଏକ ବିବାହ ହୋଇଛି ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜେଠଓ୍ବାରା ଥାନା ନିକଟସ୍ଥ ଏକ ଗ୍ରାମରେ ବିବାହ ଉତ୍ସବରେ କନ୍ୟାଜଣକ ଲାଇସେନ୍ସ ପ୍ରାପ୍ତ…