Odisha Link
Bridging the Missing Links in Odisha
Daily Archives

June 1, 2021

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ…

ବାସୁଦେବପୁର: ସାବଧାନ ଏବେ ବି ମାର୍କେଟରେ ଘୁରି ବୁଲୁଛି ଜାଲ୍‌ ନୋଟ। ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍‌ ବ୍ୟାଙ୍କକୁ ଆଜି ଜଣେ ଗ୍ରାହକଙ୍କ ଟଙ୍କା ଜମା କରିବାକୁ ଆସିଥିଲେ। ହେଲେ ସେ ଟଙ୍କା ଜମା କରିବା ବେଳେ ୭ ଖଣ୍ଡ ଜାଲ୍‌…

୩ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ…

କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସାମାନ୍ୟ ଆଶ୍ବସ୍ତି। ହାଇକୋର୍ଟରୁ ତିନିଟି ମାମଲାରେ ବିଧାୟକଙ୍କୁ ମିଳିଛି ଜାମିନ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନରେ ରୁଜୁ ତିନିଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏଥିସହିତ ୧୪ ଲକ୍ଷ ଟଙ୍କା ଜମା କରି ଜାମିନରେ ଯିବେ…

ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା,…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍। ହେଲେ ମୃତ୍ୟୁ ସଂଖ୍ୟା ଉପରମୁହାଁ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଲଗାତାର କିଛି ଦିନ ହେବ ୩୦ରୁ ଅଧିକା ଦୈନିକ ମୃତ୍ୟୁ ମାମଲା ସାମ୍ନାକୁ ଆସୁଥିବା ବେଳେ ଜୁନ୍‌ ମାସ୍‌ ଆରମ୍ଭରୁ ହିଁ ସମସ୍ତ ରେକର୍ଡ…

ଆଖି ବୁଜିଲେ ବିଶିଷ୍ଠ ଫୁଟବଲ୍‌ କୋଚ୍‌…

ଭୁବନେଶ୍ବର: ଓଡ଼ିଶା କୀଡ଼ା ଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ଓଡ଼ିଶା ଫୁଟବଲ ଜଗତର ଜଣାଶୁଣା କୋଚ୍‌ ନନ୍ଦକିଶୋର ପଟ୍ଟନାୟକ। ମହିଳା ଫୁଟବଲ୍‌ କୋଚ୍‌ ଶ୍ରୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ହୋଇଛି। ସୋମବାର ରାତି ୩ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଏନେଇ ତାଙ୍କ…

କମୁଛି ସଂକ୍ରମଣ: ଦିନକରେ ୮୭୩୫ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ। ବିଗତ କିଛି ଦିନ ଧରି ଉପରମୁହାଁ ହେଉଥିବା କରୋନା ଗ୍ରାଫରେ ଲାଗିଛି ଅଙ୍କୁଶ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୭,୭୩,୭୩୨ରେ ପହଁଞ୍ଚିଛି। ରାଜ୍ୟରେ…