Odisha Link
Bridging the Missing Links in Odisha
Daily Archives

June 2, 2021

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ…

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ…

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ। କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ…

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ…

ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ। କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ…

ମୃତ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଲେ…

କଟକ: ମୃତ ପୁଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ। ରାଜ୍ୟ ପୁଲିସ ବାହିନୀରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି। ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ସଶସ୍ତ୍ର ବାହିନୀର ବଦଳି ତାଲିକାରେ ଗତବର୍ଷ ମୃତ୍ୟୁ ବରଣ କରିଥିବା ମୃତ ସୁବେଦାରଙ୍କ ନାଁ ରହିଛି। ସ୍ୱର୍ଗତ…

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ…

ପୁରୀ: ପାଖେଇ ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ଖଳାରେ ପହଞ୍ଚିଛି ରଥ ଦଉଡ଼ି। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି ୨୦ଟି ଦଉଡି। ପୁରୀରେ ୧୪ଟି ରଥ ଦଉଡି ଓ ୬ଟି କର୍ଡନ ଦଉଡି ପହଞ୍ଚିଥିବା ଜଣାପଡିଛି। ରାଜ୍ୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି…

ନେସଲେର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ…

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ନେସଲେ କମ୍ପାନୀ।  ସ୍ୱିଡେନ୍ କମ୍ପାନୀ ନେସଲେର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ ସ୍ୱୀକାର କରିଛି। କମ୍ପାନୀର ଏକ ଅନ୍ତରୀରଣ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ…

୧୦୪ ହେଲ୍ପଲାଇନ କର୍ମଚାରୀଙ୍କୁ ସାଧୁବାଦ…

ଭୁବନେଶ୍ୱର: କରୋନା ମହାମାରୀରେ ସମୟରେ ଦେବଦୂତ ସାଜିଛନ୍ତି କରୋନା ଯୋଦ୍ଧା। କେବଳ ସ୍ୱାସ୍ଥ୍ୟ କର୍ମୀ ନୁହେଁ ବରଂ କୋଭିଡ ପାଇଁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୦୪ର କର୍ମଚାରୀମାନେ ମଧ୍ୟ ଭଲ ସେବା ଯୋଗାଇଛନ୍ତି। ଆଉ ଏଥିପାଇଁ ୧୦୪ ହେଲ୍ପଲାଇନର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି…

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ…

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ମାତ ଦେବା ପାଇଁ ଟିକାକାଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଡୋଜ ପିଛା ୧୨୫୦ ଟଙ୍କା ଦେଇ ଲୋକମାନେ ଟିକା ନେଇପାରିବେ।…

‘ଟିକା ନାହିଁ ଯଦି, କାହିଁକି ସରକାର…

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଅନେକ ସ୍ଥାନରେ ଟିକାର ଅଭାବ କାରଣରୁ ୧୮ରୁ ୪୪ ବର୍ଗର ବ୍ୟକ୍ତି ଟିକାକରଣରେ ସାମିଲ୍ ହୋଇପାରୁ ନାହାନ୍ତି। ଯଦି ଟିକା ନାହିଁ ତାହେଲେ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସରକାର କାହିଁକି ଘୋଷଣା…

ରାଜ୍ୟରେ ପିକ୍ ଅତିକ୍ରମ କରିସାରିଛି…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ। ବର୍ତ୍ତମାନ ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପିକ୍ ଅତିକ୍ରମ କରିସାରିଛି। ସ୍ଥିତି ତଳମୁହାଁ ହେଉଛି। ବର୍ତ୍ତମାନ…