Odisha Link
Bridging the Missing Links in Odisha
Daily Archives

June 2, 2021

ନଗଡାରେ ବାଲ୍ୟ ବିବାହ, ପୁଅକୁ ୧୪ ଝିଅକୁ…

 ଯାଜପୁର: ନଗଡାରେ ବାଲ୍ୟ ବିବାହ। ଯାଜପୁର ସୁକିନ୍ଦା ବ୍ଲକ ନଗଡାରେ ବାଲ୍ୟ ବିବାହ ଅଭିଯୋଗ ହୋଇଛି। ଉକ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ। ଗତ ୩୦ ତାରିଖରେ ନଗଡାରେ ଏକ ବାଲ୍ୟ ବିବାହ ହୋଇଥିଲା। ତଳନଗଡାର ୧୪ ବର୍ଷୀୟ ପୁଅ ସହ କେନ୍ଦୁଝର ଜିଲ୍ଲାର ୧୩ ବର୍ଷୀୟା ଝିଅଙ୍କୁ…

କରୋନାର ଦ୍ୱିତୀୟ ଲହର ନେଲାଣି ୫୯୪…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ନେଲାଣି ୫୯୪ଜଣ ଡାକ୍ତର ପ୍ରାଣ। ଏନେଇ ଆଜି ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ପକ୍ଷରୁ ଜାରି ଏକ ତଥ୍ୟରେ ସୂଚନା ଦିଆଯାଇଛି। ୫୯୪ଜଣ ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ସେହିଭଳି ବିହାରରେ ୯୬ ଓ…

ଭିକାରୁଣୀ ପାଖରୁ ମିଳିଲା ୨.୫୮ ଲକ୍ଷ…

ଜମ୍ମୁ: ଜଣେ ୬୫ ବର୍ଷୀୟ ଭିକାରୁଣୀ ପାଖରୁ ମିଳିଲା ୨.୫୮ ଲକ୍ଷ ଟଙ୍କା। କଥାଟା ଆପଣଙ୍କୁ  ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ସତ। ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ୬୫ ବର୍ଷୀୟ ଭିକାରୁଣୀକୁ ‘ସେଲ୍‌ଟର୍‌ ହୋମ୍’କୁ ସ୍ଥାନାନ୍ତରଣ କରାଯିବାର ପରେ ତା’ ପାଖରେ…

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା…

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ରାଉରକେଲା ଟିଡିସିସି ଜିଲ୍ଲା ପରିଚାଳକ। ଆଜି ସକାଳୁ ଟିଡିସିସି ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ୧୯ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ଭୁବନେଶ୍ୱର ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଚଢାଉ। ଜୟପ୍ରକାଶ ନିଜ ସରକାରୀ ଗାଡିରେ ୧୯ ଲକ୍ଷ ଟଙ୍କା…

ସ୍ତ୍ରୀଙ୍କ ମୃତଦେହ ନେଇ ଫେରିବାବେଳେ…

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ। ବୁର୍ଲାରୁ ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା। ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ। ଦୁର୍ଘଟଣା…

କରୋନିଲକୁ ନେଇ ଅଙ୍ଗୁଳି ଉଠାଇଲା ଆଇଏମ୍ଏ

ଉତ୍ତରାଖଣ୍ଡ: ବାବା ରାମଦେବଙ୍କ ପିଛା ଛାଡୁନି ବିବାଦ। ପତଞ୍ଜଳିର କରୋନିଲ ଔଷଧ ନେଇ ଅଙ୍ଗୁଳି ଉଠାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ। ଆଇଏମ୍ଏ ଦାବି କରିଛି ଯେ, ପତଞ୍ଜଳୀ ଔଷଧ ମନୁଷ୍ୟ ତ ଦୂରର କଥା ଜଳଚର ପ୍ରାଣୀଙ୍କ ଉପରେ ଠିକ ଭାବେ ପରୀକ୍ଷଣ କରଯାଉନି। ଉତ୍ତରାଖଣ୍ଡର ନଦୀରେ ମିଳୁଥିବା ଜେବ୍ରା ମାଛ…

ରାଜ୍ୟରେ କରୋନା: ଦିନକରେ ୮୩୯୯…

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୮୩୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳ ୩୬୫୮ଟି ଲୋକାଲ୍ କେସ୍‌ ରହିଛି। ସେହିପରି ରାଜ୍ୟରେ କରୋନାରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ…

ଭାରତୀୟ କରୋନା ଷ୍ଟ୍ରେନ୍‌କୁ ନାମକରଣ କଲା…

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନାମକରଣ କରିଛି ଡବ୍ଲ୍ୟୁଏଚ୍‌ଓ। ଏହାର ନାଁ ‘ଡେଲ୍‌ଟା ଭାରିଏଣ୍ଟ’ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ଏହି କରୋନା ଭୂତାଣୁର ନାମକରଣ କରିଛି। ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍‌ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ…

ବାତିଲ୍ ହେଇପାରେ +୨ ପରୀକ୍ଷା, ଆଜି…

ଭୁବନେଶ୍ବର: ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଗତକାଲି ବାତିଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମନ୍ତ୍ରୀସ୍ତରୀୟ ବୈଠକରେ ସିବିଏସ୍‌ଇ ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନିଆଯାଇଥିଲା। ପରୀକ୍ଷା ବାତିଲ କରିବାର…