Odisha Link
Bridging the Missing Links in Odisha
Daily Archives

June 5, 2021

ଗୁୁଜୁରାଟ: ଜୁନ୍‌ ୧୫ରୁ କାର୍ଯ୍ୟକାରୀ…

ନୂଆଦିଲ୍ଲୀ: ଜୁନ୍‌ ୧୫ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଲଭ୍‌ ଜିହାଦ ଆଇନ୍। ଏନେଇ ଘୋଷଣା କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଗୁଜୁରାଟ ରାଜ୍ୟପାଳ ଲଭ୍‌ ଜିହାଦ ଆଇନ୍‌କୁ ମଞ୍ଜୁରୀ ଦେବା ପରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଏହି ନିୟମ ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି…

ଭେଙ୍କୟା ନାଇଡୁ ଓ ଟ୍ବିଟର ବ୍ଲୁ ଟିକ୍‌:…

ନୂଆଦିଲ୍ଲୀ: କଡ଼ ଲେଉଟାଇଲା ଟ୍ବିଟର। ଶନିବାର ଦିନ କିଛି ସମୟ ପାଇଁ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟେଇ ଦେଇଥିଲା ଟ୍ବିଟର। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ବ୍ଲୁ ଟିକ୍‌ ହଟାଇବାର କିଛି ସମୟ ପରେ ପୁଣିଥରେ ବ୍ଲୁ ଟିକ୍‌ ପ୍ରଦାନ କରିଛି…

କେନ୍ଦ୍ର ସରକାର ଓ ଟ୍ବିଟର ବିବାଦ:…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଲାଗି ରହିଛି ବିବାଦ। ଏବେ ଏହି ବିବାଦ ଘନେଇବାରେ ଲାଗିଛି। କାରଣ ଟ୍ବିଟର ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟେଇ ଦେଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ସଂଘର କିଛି କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ…

ଟ୍ରମ୍ପଙ୍କୁ ଆଉ ଏକ ଝଟକା, ୨୦୨୩ ଯାଏଁ…

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ପୂର୍ବରୁ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟର ଟ୍ରମ୍ପଙ୍କୁ ଝଟକା ଦେଇଥିବା ବେଳେ ଏବେ ଫେସବୁକ୍‌ ମଧ୍ୟ ତାଙ୍କ ବିରୋଧରେ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ଫେସବୁକ୍‌ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ବ୍ୟାନ…

ପରଲୋକରେ ଜାତୀୟ ପୁରସ୍କାର ପ୍ରାପ୍ତ…

ସମ୍ବଲପୁର: ଆଉ ନାହାନ୍ତି ଲୋକପ୍ରିୟ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା। ମତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭିମସାରରେ ଶ୍ରୀ ପଣ୍ଡାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ମୁତାବିକ ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଛି।…

ଉପରମୁହାଁ ମୃତ୍ୟୁ ସଂଖ୍ୟା, ଦିନକରେ…

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଆକ୍ରାନ୍ତଙ୍‌ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୯୫ ଜଣ କୋଭିଡ୍‌ ଆକ୍ରାନ୍ତ…

କରୋନା: ରାଜ୍ୟରେ ୮ ଲକ୍ଷ ଟପିଲା…

ଭୁବନେଶ୍ବର: ରାଜ୍ୟ ପାଇଁ ଜୁନ୍‌ ମାସ ଆଣିଛି ଆଶ୍ବସ୍ତିକର ଖବର। ଜୁନ୍‌ ପହିଲାରୁ ହିଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟରେ ଦୈନନ୍ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ଏବେ ରହୁଛି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୭୩୯୫ ଜଣ କରୋନା ଆକ୍ରାନ୍ତ…