Odisha Link
Bridging the Missing Links in Odisha
Daily Archives

June 5, 2021

କାଲିଠୁ ଭୁବନେଶ୍ୱରରେ ମୋବାଇଲ୍ ଭ୍ୟାନ…

ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବିଏମସି ପକ୍ଷରୁ କରୋନା ଟେଷ୍ଟିଂ କରାଯିବ। ଏନେଇ ଆଜି ପ୍ରେସମିଟରେ ବିଏମସି କମିସନର ସୂଚନା ଦେଇଛନ୍ତି। ବିଏମସି କମିସନର କହିଛନ୍ତି, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପଜିଟିଭିଟି ହାର କମିବାରେ ଲାଗିଛି। ଏହି ଧାରା ବଜାୟ ରଖିବା…

ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା। ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଦେଶକୁ ପାଠ ପଢ଼ିବାକୁ ଯିବାକୁ…

ଜୁନ ୧୦ରେ ବଳୟ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୧୦ରେ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ। ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ରକାର ପରାଗ ସୃଷ୍ଟି ହୋଇଥାଏ। ଯାହାକୁ ଆଂଶିକ, ପୂର୍ଣ୍ଣ ଓ ବଳୟ ବୋଲି କୁହାଯାଏ। ଆସନ୍ତା ଜୁନ ୧୦ ତାରିଖରେ ଏହି ବଳୟ ସୃଷ୍ଟି ହେବାକୁ ଯାଉଛି। ଏହି…

ଭିକ୍କି କୌଶଲ ଏବଂ କ୍ୟାଟ୍ରିନା…

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଉରି ଫେମ୍‌ ଭିକ୍କି କୌଶଲ ନିଜ ସମ୍ପର୍କକୁ ଚର୍ଚ୍ଚାରେ ରହି ଆସୁଛନ୍ତି। ଏହି ଦୁଇ ଆକ୍ଟର ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି। ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା କୁହାଯାଉଛି। ଏନେଇ ଦୁଇ ଜଣ ଉଭୟଙ୍କ ସମ୍ପର୍କକୁ ନେଇ…

ଅଜଣା ଲୋକଙ୍କ ଶବ ସତ୍କାର କରି ହେଲେ…

ଅନୁଗୁଳ: କରୋନା ମହାମାରୀ ସମୟରେ କେଉଁଠି ଶବକୁ ଚାରିକାନ୍ଧ ମିଳିୁନି ତ କେଉଁଠି ଘରଲୋକ ସଂପର୍କୀୟ ମାନେ ଭୟରେ ଶବକୁ ନେଉନାହାନ୍ତି। କେଉଁଠି ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ହେବ ମୃତଦେହ ପଡି ରହୁଥିବା ବେଳେ କେଉଁଠି ସଂସ୍କାର ପାଇଁ କାନ୍ଧ ମିଳୁନଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ସମସ୍ତଙ୍କ…

ମୋହନ ଭାଗବତଙ୍କ ଟ୍ୱିଟରରୁ ହଟିଲା ବ୍ଲୁ…

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁରୁ ହଟିଲା ବ୍ଲୁ ଟିକ୍‌। ଦୀର୍ଘ ଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ମୋହନ ଭାଗବତଙ୍କ ସହ ତାଙ୍କ ସହଯୋଗୀ ସୁରେଶ ସୋନି, ଅରୁଣ କୁମାର,…

ଦୁଷ୍କର୍ମ ଅଭିଯୋଗରେ ପର୍ଲ ଭି ପୁରୀଙ୍କୁ…

ମୁମ୍ବାଇ: ନାଗିନ୍ ୩ ର ଅଭିନେତା ପର୍ଲ ଭି ପୁରୀ ଗିରଫ। ବଳାତ୍କାର ଅଭିଯୋଗରେ ପର୍ଲ ଭିଙ୍କୁ ପୁଲିସ ଗିରଫ କରିଛି। ଜଣେ ମହିଳା ଅଭିନେତାଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ମହିଳା ଏବଂ ତାଙ୍କ ପରିବାର ଅଭିଯୋଗ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଅଭିନେତାଙ୍କୁ ପୁଲିସ ଗିରଫ କରିଛି।…

ରାଜଧାନୀରେ ସୋମବାରଠୁ ଯୁଗ୍ମ ଅଯୁଗ୍ମ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଗତ ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ‘ଲକ୍‌ଡାଉନ୍‌’ ଜାରି ହୋଇଥିବା ବେଳେ ଏବେ ବଳବତ୍ତର କେତେକ କଟକଣା କୋହଳ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି…

ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ,…

ଢେଙ୍କାନାଳ: ମୁହାଁମୁହିଁ ହେଲେ ବିଜେଡି ନେତା। କରୋନା କାଳରେ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ ହୋଇଛନ୍ତି। କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି । କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନ ନେଇ ବିଜେଡିର ୨ ନେତା ଢେଙ୍କାନାଳ ସାଂସଦ ଓ ପାଲଲହଡ଼ା ବିଧାୟକ ମୁହାଁମୁହିଁ।…

କିଭଳି ହେବ +୨ ପରୀକ୍ଷାର ମୂଲ୍ୟାୟନ?…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଜୀବନ ଆଗ, ଆଉସବୁ ପଛ। ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ ବୋଲି କହିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ଚଳିତବର୍ଷ ବାତିଲ କରିଥିଲେ। ଯାହାପରେ ଯୁକ୍ତ ୨ ମୂଲ୍ୟାୟନ କିଭଳି ହବେ…