Odisha Link
Bridging the Missing Links in Odisha
Daily Archives

June 11, 2021

ମୋଦୀ ନୁହେଁ, ଯୋଗୀଙ୍କୁ ନେଇ ହେବ ଉତ୍ତର…

ନୂଆଦିଲ୍ଲୀ: ୨୦୨୨ରେ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହାର ବର୍ଷକ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଜେପି ଆରମ୍ଭ କରିସାରିଛି ଅଙ୍କକଷା। ଅନ୍ୟପଟେ ଉତ୍ତରପ୍ରଦେଶରେ ଆରଏସଏସ୍‌ ଓ ବିଜେପି ନେତାଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ବୈଠକ ହେବାରେ ଲାଗିଛି। ଏବେଠୁ…

ଲଘୁଚାପରେ ପରିଣତ ହେବ ଘୁର୍ଣ୍ଣିବଳୟ, ୯…

ଭୁବନେଶ୍ବର: ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଦକ୍ଷିଣ ଓଡ଼ିଶାରେ ଥାପି ସାରିଲାଣି ମୌସୁମୀ। ରାଜ୍ୟର କିିଛି ଜିଲ୍ଲାରେ ମୌସୁମୀ ଛୁଇଁ ସାରିଥିବା ବେଳେ ୩୬ ଘଣ୍ଟା ଭିତରେ ରାଜ୍ୟର ବାକି ଅଞ୍ଚଳରେ ବି ପହଞ୍ଚିବ ମୌସୁମୀ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସୁଦ୍ଧା ଲଘୁଚାପରେ…

କମୁନି ମୃତ୍ୟୁ ସଂଖ୍ୟା, ଦିନକରେ ଆଖି…

ଭୁବନେଶ୍ବର: ସଫଳ ହେଉଛି କଟକଣା। ରାଜ୍ୟରେ ଧିରେ ଧିରେ କିମବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ହେଲେ ନିଦ ହଜାଉଛି ଦୈନନ୍ଦିନ ମୃତ୍ୟୁ ସଂଖ୍ୟା। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ…

କରୋନା: ଦିନକରେ ୫୨୩୫ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ସଫଳ ହେଉଛି କଟକଣା। ରାଜ୍ୟରେ କମୁଛି ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ଲୋକାଲ କେସ୍‌ ମଧ୍ୟ କମିବାରେ ଲାଗିଛି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ…

ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ

ଭୁବନେଶ୍ବର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ। ଦୁଇ ସପ୍ତାହ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ,…