Odisha Link
Bridging the Missing Links in Odisha
Daily Archives

June 11, 2021

ଅଶ୍ଳୀଳ ଭିଡିଓ ଦେଖି ୫ମ ଶ୍ରେଣୀ…

ଚଣ୍ଡିଗଡ: ଅଶ୍ଳୀଳ ଭିଡିଓ ଦେଖି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ତଥା ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ଅଭିଯୋଗ ମୁତାବକ, ୨୪ ମେ’ରେ ପୀଡିତା ଘର ବାହାରେ ଖେଳୁଥିଲେ। ସେହି ସମୟରେ ନାବାଳିକାକୁ ଉଠାଇ ନେଇଥିଲେ…

ଜଙ୍ଗଲରେ ଅସହାୟ ବୃଦ୍ଧା ମାଆକୁ ଛାଡ଼ି…

ଭଞ୍ଜନଗର: ଜଙ୍ଗଲରେ ଅସହାୟ ବୃଦ୍ଧା ମାଆକୁ ଛାଡ଼ି ଚାଲିଗଲା ପୁଅ। ପରିଣତ ବୟସରେ ପୁଅ ସାହା ହେବା ବଦଳରେ ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଛି। ଏଭଳି ଏକ କରୁଣ ଓ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ। ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି…

ମୁକୁଲ ରୟଙ୍କ ଘର ବାହୁଡ଼ା, ଛାଡ଼ିଲେ…

କୋଲକାତା: ସରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ଏବେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଲାଗିଲା ବଡ଼ ଝଟକା। ବିଜେପିର ବରିଷ୍ଠ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଓ ତାଙ୍କ ପୁଅ ସୁଭ୍ରାଂଶୁ…

ସୋନୁଙ୍କୁ ଭେଟିବାକୁ ଚାଲିଚାଲି…

ନୂଆଦିଲ୍ଲୀ: କରୋନା ମହାମାରୀରେ ସୋନୁ ସୁଦଙ୍କ ନିରନ୍ତର ସାହାଯ୍ୟ ନେଇ ସର୍ବଦା ଚର୍ଚ୍ଚା। ସୋନୁ ସୁଦ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ଦେବଦୂତ। ଏହାରି ମଧ୍ୟରେ ଜଣେ ବାଳକ ସାନୁଙ୍କୁ ଭେଟିବାକୁ ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ଆସିଛି ଏବଂ ସେନୁଙ୍କୁ ଭେଟିଛି। ଏନେଇ ସୋନୁ ସୁଦ ତାଙ୍କର ଏକ…

ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ…

ଭୁବନେଶ୍ୱର: ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବୃଦ୍ଧି। ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନ କରିବାର ସମୟ। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ୨୦୧୬। ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଚିକିତ୍ସା…

ଯୌତୁକ ନିର୍ଯ୍ୟାତନା: ବୋହୂକୁ ବିଦ୍ୟୁତ…

ଗଞ୍ଜାମ: ବୋହୂକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ। ଏଭଳି ଏକ ଅମାନବିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡ଼ା ଗାଁରେ। ସୂଚନା ମୁତାବକ, ଆଜି ଗାଁର ବିଚ୍‌ ରାସ୍ତା ଉପରେ ବୋହୂକୁ ଯୌତୁକ ନିର୍ଯ୍ୟାତନା। ମାନବିକତା ଭୁଲି ବୋହୂକୁ ଗାଁ ଦାଣ୍ଡ ବିଦ୍ୟୁତ…

ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ିବାରେ ଲାଗିଛି। କରୋନା ସୟମରେ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଏହାରି ମଧ୍ୟରେ ଆଜି ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବରରେ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇ…

ଯବାନଙ୍କ ଗୁଳିଲେ ସିନିୟର କ୍ୟାଡର…

ବରଗଡ଼: ବରଗଡ଼ ପୁଲିସକୁ ବଡ଼ ସଫଳତା। ପୁଲିସ-ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ମାଓବାଦୀ ମୃତ। ମୃତକ ଜଣଙ୍କ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ହୋଇଥିବା ସୂଚନା ରହିଛି। ଖବର ମୁତାବିକ, ବରଗଡ଼ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ସୂଚନା ପାଇଥିଲା ପୁଲିସ।…

କେନ୍ଦ୍ରକୁ କୃଷିମନ୍ତ୍ରୀ ଅରୁଣଙ୍କ ଚିଠି,…

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କଲେ ଓଡ଼ିଶା ସରକାର। ଏନେଇ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,…

ରଜ ପରେ ହେବ ସମୀକ୍ଷା, ପରିସ୍ଥିତି ଦେଖି…

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଜୁନ୍‌ ମାସ ଆଣିଛି ଆଶ୍ବସ୍ତିକର ଖବର। ରାଜ୍ୟରେ ଲକ୍‌ଡାଉନ୍, ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ ନିୟନ୍ତ୍ରଣାଧୀନ ସ୍ଥିତିକୁ ଫେରୁଛି କରୋନା ସଂକ୍ରମଣ। ରାଜ୍ୟରେ ଏବେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଦୈନକି ସଂକ୍ରମଣ ବି କମିବାରେ ଲାଗିଛି। ହେଲେ…