Odisha Link
Bridging the Missing Links in Odisha
Daily Archives

June 11, 2021

ସ୍ବାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କ:…

ମେରଠ: ସ୍ବାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ କଳଙ୍କ। ସ୍ତ୍ରୀଙ୍କ ଆପତ୍ତିଜନକ ଫଟୋକୁ ପର୍ଣ୍ଣ ସାଇଟ୍‌ରେ ପୋଷ୍ଟ କଲେ ସ୍ବାମୀ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଠରେ। ଘରୋଇ କଳହକୁ କେନ୍ଦ୍ରକରି ସ୍ବାମୀ ନିଜ ସ୍ତ୍ରୀଙ୍କୁ କର୍ଲ ଗର୍ଲ ସଜାଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍…

କଟକଣା କୋହଳ: ସକାଳ ୯ରୁ ସନ୍ଧ୍ୟା ୫ ଯାଏ…

ଶିମଲା: ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରଛନ୍ତି ହିମାଚଳପ୍ରଦେଶ ସରକାର। ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ପ୍ରବେଶ ପାଇଁ  ଆରିଟିପିସିଆର…

ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ…

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି ଗଧ। ପାକିସ୍ତାନର ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି। ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି। ଏଠାରେ…

ପଶ୍ଚିମ ଓଡ଼ିଶା କୋଭିଡ ପରିଚାଳନା ପାଇଁ ୨୫…

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା।ରାଜ୍ୟରେ ଅନେକ ଅଞ୍ଚଳରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜି ପଶ୍ଚିମ ଓଡ଼ିଶା ପାଇଁ ସ୍ୱତନ୍ତ୍ର କୋଭିଡ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୫୧୬ କରୋନା…

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୮୫୧୬ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ୭ ଲକ୍ଷ ୮୧ ହଜାର ୪୮୮ ଆକ୍ରାନ୍ତ ସୁସ୍ଥ ହୋଇଉନ୍ତି। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଆଜି ଖୋର୍ଦ୍ଧାରୁ…

କଟକରୁ ୧୭ ହଜାର ନକଲି ଫାଭିପିରାଭିର୍ ଜବତ

କଟକ: ପୁଣି କଟକ ଜିଲ୍ଲାରୁ ନକଲି ସାମଗ୍ରୀ ଠାବ। କଟକରୁ ବିପୁଳ ପରିମାଣର ନକଲି ଫାଭିପିରାଭିର୍ ଜବତ ହୋଇଛି। ଏକ ମେଡିସିନ୍ ଷ୍ଟୋରରୁ ନକଲି ଫାଭିପିରାଭିର୍ ଜବତ ହୋଇଛି। ସୂଚନାଯୋଗ୍ୟ, କନିକା ଛକର ଏକ ମେଡିସିନ୍ ଷ୍ଟୋରରୁ ଏହି ନକଲି ଫାଭିପିରାଭିର୍ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍। ସେଠାରୁ…

ପୁଣି ଅଡୁଆରେ ବାବା ରାମଦେବ

ନୂଆଦିଲ୍ଲୀ: ପୁଣି ଅଡୁଆରେ ବାବା ରାମଦେବ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଯୋଗ ଗୁରୁ ବାବା ରାମଦେବ। ଏଲୋପାଥି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବହୁ ବିରୋଧ ସମ୍ମୁଖୀନ ହୋଇ ଗତକାଲି ନିଜର ମତ ବଦଳାଇଥିଲେ। ଡାକ୍ତରମାନଙ୍କୁ ଦେବଦୂତ କହିବା ସହ ସେ କୋଭିଡ୍ ଟିକା ନେବାକୁ ପ୍ରସ୍ତୁତ…

ଭୁବନେଶ୍ୱରରେ ଟିକାକରଣ: ସକାଳେ ପ୍ରଥମ…

ଭୁବନେଶ୍ୱର: କରୋନା ମହମାରୀକୁ ମାତ ଦେବାକୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣ ସମୟ ବଦଳିଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ। ବିଏମସି କମିଶନର ଯେ, ଭୁବନେଶ୍ୱରରେ ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ ଟିକାକରଣ…

ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ରେଡ୍…

ଭୁବନେଶ୍ୱର: ପ୍ରବଳ ବର୍ଷା ଆଶଙ୍କା ଲଘୁଚାପଜନିତ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଆଗୁଆ ପ୍ରସ୍ତୁତି ପାଇଁ ମଧ୍ୟ କୁହାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ସୋନପୁର,…

ଏହି ରାଜ୍ୟରେ ପ୍ରକାଶ ପାଇଲା ଦଶମ ଫଳାଫଳ,…

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛିି ହରିୟାଣା ବୋର୍ଡ ଅଫ୍ ସ୍କୁଲ୍ ଏଜୁକେସନ୍ ପକ୍ଷରୁ ଦଶମ ରେଜଲ୍ଟ । ବୋର୍ଡର ଅଫିସିଆଲ୍ ୱେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ। ଆଜି ବୋର୍ଡ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି।…