Odisha Link
Bridging the Missing Links in Odisha
Daily Archives

June 12, 2021

କେନ୍ଦ୍ର କ୍ୟାବିନେଟର ହୋଇପାରେ ନବକଳେବର,…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଲାଗି ରହିଛି ଚର୍ଚ୍ଚା। କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ଅଦଳବଦଳ ହେବାକୁ ଯାଉଛି। ଯେଉଁଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପିଏମ୍‌ ମୋଦୀ ନିଜେ ଏଥର ସବୁ ବିଭାଗର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଆଗାମୀ…

ଦେବସ୍ନାନ ପୂର୍ଣ୍ଣିମା: ସାଢ଼େ ୧ରୁ ୪…

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳା ଚଳଚଞ୍ଚଳ। ଭୋଇ ସେବକଠୁ ଆରମ୍ଭ କରି ମହାରଣା ମାନେ ରଥକୁ ଜୀବନ୍ତ ରୂପ ଦେବା ପାଇଁ ଲାଗି ପଡ଼ିଛନ୍ତି। ଆଉ ୧୧ଟା ଦିନ ପରେ ଅନୁଷ୍ଠିନ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଜ୍ବରରେ ପଡ଼ି ସୁସ୍ଥ ହେବା ପର୍ଯ୍ୟନ୍ତ ଅଣସର…

ଆଜି କୁଳପତି ବୈଠକ, ୟୁଜି-ପିଜି ପାଠପଢ଼ା ଓ…

ଭୁବନେଶ୍ବର: କରୋନା କାଳରେ ଶିକ୍ଷା ବିଭାଗ ଉପରେ ସର୍ବାଧିକ ପ୍ରଭାବ ପଡିଛି। ମହାମାରୀ କରୋନା ଯୋଗୁଁ ବନ୍ଦ ରହିଛି ସ୍କୁଲଠୁ ଆରମ୍ଭ କରି କଲେଜ ଓ ବିଶ୍ବବିଦ୍ୟାଳୟ। ଯାହାଫଳରେ ହାତ ଗଣତି କିଛି ଶିକ୍ଷାନୁଷ୍ଠାନ ଚାଲିଛି ଅନଲାଇନ୍‌ କ୍ଲାସ୍। ଅନ୍ୟପଟେ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଅବକାସ…

ରାଜ୍ୟରେ କରୋନା: ଦିନକରେ ଚାଲିଗଲା ୪୭…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ନିଦ ହଜାଉଛି ମୃତ୍ୟୁ ସଂଖ୍ୟା। ଦୈନନ୍ଦିନ ପଜିଟିଭ ସଂଖ୍ୟା କମିବାରେ ଲାଗିଛି। ଅନ୍ୟପଟେ ହୁ ହୁ ହୋଇ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ…

ଆଶ୍ବସ୍ତିକର ଖବର, ଦିନକରେ ୪୮୫୨ ପଜିଟିଭ…

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେବାରେ କରୋନା ଗ୍ରାଫ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭,୩୧୩ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା…