Odisha Link
Bridging the Missing Links in Odisha
Daily Archives

June 12, 2021

ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଆଜି ଜେଲରୁ ବାହାରିଲେ ପ୍ରଦୀପ। ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ…

ବ୍ଲାକ ଫଙ୍ଗସ ଔଷଧ ଉପରୁ ଟିକସ ଛାଡ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଟିକା ଓ ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇନଥିବା ଅର୍ଥମନ୍ତ୍ରୀ…

ପିଶାଚ ବାପ: ପତ୍ନୀ ସମେତ ୪ ଝିଅଙ୍କୁ…

କୁଚିଣ୍ଡା: ପିଶାଚ ବାପ। ପତ୍ନୀ ସମେତ ୪ ଝିଅଙ୍କୁ ହାଣିଲା ବାପା। ବାପାର ଆକ୍ରମଣରେ ୩ବର୍ଷର ଝିଅର ମୃତ୍ୟୁ ଘଟିଛି। ଏମିତି ଏକ କଳଙ୍କିତ ବାପାଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ। ୩ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ଝିଅ ଓ ମାକୁ ହତ୍ୟା ଉଦ୍ୟମ। ସମସ୍ତେ ଗୁରୁତର…

ଓଡ଼ିଶାର ୩ ଜିଲ୍ଲାରେ ହେବ ସେରୋ ସର୍ଭେ

ଭୁବନେଶ୍ୱର: କରୋନାର ସଂକ୍ରମଣର ଘନତ୍ୱ ଜାଣିବା ପାଇଁ ଦେଶର ୭୦ ଏବଂ ଓଡ଼ିଶାର ୩ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ। ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିଦେ୍ର୍ଧଶିକା ଡା. ସଂଘମିତ୍ରା ପତି। ଚନା ଅନୁଯାୟୀ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ଜୁନ ୧୬ କିମ୍ବା…

ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକରୁ…

ଜୟପୁର: ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ। ପୁଲିସ୍‌କୁ ଚକମା ଦେବା ପାଇଁ ମାଫିଆମାନେ ଅଭିନବ ଉପାୟରେ ଚାଲାଣ କରୁଥିଲେ ଗଞ୍ଜେଇ। ମାତ୍ର ଧରିନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଏକ ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା…

ରାଜ୍ୟରେ ଗ୍ରାଜୁଆଲ ଅନଲକ୍ ଆରମ୍ଭ ହେବା…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ଅନଲକ୍ ନେଇ ଚର୍ଚ୍ଚା ଜୋର ଧରିଛି। ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ,…

ଧାରା ୩୭୦: କଂଗ୍ରେସକୁ ବିଜେପିର କଡ଼ା…

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସର ମହାସଚିବ ଦିଗବିଜୟ ସିଂହ। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଦିଗବିଜୟ ସିଂହଙ୍କ ଏକ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଅଡିଓ କ୍ଲିପଟି କ୍ଲବ ହାଉସ ଚାଟର। ଯେଉଁଥିରେ ଦିଗବିଜୟ ସିଂହ ଅନୁଚ୍ଛେଦ ୩୭୦କୁ…

‘କ୍ଷମତାକୁ ଆସିଲେ ଧାରା ୩୭୦ ଉପରେ…

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସର ମହାସଚିବ ଦିଗବିଜୟ ସିଂହ। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଦିଗବିଜୟ ସିଂହଙ୍କ ଏକ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଅଡିଓ କ୍ଲିପଟି କ୍ଲବ ହାଉସ ଚାଟର। ଯେଉଁଥିରେ ଦିଗବିଜୟ ସିଂହ ଧାରା ୩୭୦ କୁ ନେଇ…

ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ, ପ୍ରଥମ…

କଟକ: କରୋନା କାଳରେ ଯବୁଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ପୁଲିସରେ ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ଓ ସିଗନାଲ୍ ସର୍ଭିସରେ କନଷ୍ଟେବଳ (ଯୋଗାଯୋଗ)ରେ ୨୪୪ ଟି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ମଧ୍ୟରେ…

ଚଳିତବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା,…

ଭୁବନେଶ୍ବର: ଚଳିତବର୍ଷ ହେବ ୟୁଜି ପିଜି ପରୀକ୍ଷା। କୁଳପତି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଛନ୍ତି ସୂଚନା। ‘ବିଳମ୍ବରେ ହେଲେ ବି UG/PG ପରୀକ୍ଷା ହେବ, ପାଠପଢ଼ା ଗୁରୁତ୍ବପୂର୍ଣ୍ଣ, ତେଣୁ ପରୀକ୍ଷା ହେବା ଉଚିତ। କୁଳପତିମାନେ କିଛି ଦିନର ସମୟ ନେଇଛନ୍ତି। ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ…