Odisha Link
Bridging the Missing Links in Odisha

ଅନ୍‌ଲାଇନ୍‌ରେ ହେବ ୟୁଜି-ପିଜି ଫାଇନାଲ ପରୀକ୍ଷା

ଭୁବନେଶ୍ବର: ଚଳିତ ବର୍ଷ ହେବ ୟୁଜି ପିଜି ଫାଇନାଲ ପରୀକ୍ଷା। ଅନ୍‌ଲାଇନ୍‌ରେ ହେବ ୟୁଜି ପିଜି ପରୀକ୍ଷା। ରାଜ୍ୟରେ କୂଳପତିମାନଙ୍କ ମତାମତ ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ।ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସୂଚନା। ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡ଼ରେ ହେବ ୟୁଜି ପିଜି ପରୀକ୍ଷା । ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡ଼ରେ କରାଯିବ ପରୀକ୍ଷା ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.