Odisha Link
Bridging the Missing Links in Odisha
Daily Archives

June 30, 2021

କାଳିଆ ହିତାଧିକାରୀଙ୍କୁ ୩୮୬ କୋଟିର…

ଭୁବନେଶ୍ୱର: କାଳିଆ ହିତାଧିକାରୀଙ୍କୁ କୋଭିଡ୍ ସହାୟତା। ରାଜ୍ୟରେ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୧୮ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢେ ୫ଟାରେ ଏହାର…

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଓସ ଲାଗି

ପୁରୀ: ମହାସ୍ନାନ ପରେ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଜ୍ୱର ଭଲ କରିବା ପାଇଁ ସ୍ବତନ୍ତ୍ର ସେବା କରାଯାଉଛି। ଧିରେ ଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଜ୍ୱର ଭଲ କରିବା ପାଇଁ ପଞ୍ଚମୀ ତିଥିରୁ ଦଇତାପତି ସେବକମାନେ ଫୁଲୁରୀ ତେଲକୁ ମାଲିସ କରୁଛନ୍ତି। ଆଜି ଷଷ୍ଠୀରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…

ଏଣିକି ୟୁଟ୍ୟୁବରେ ପାଠ ପଢିବେ +୨…

ଭୁବନେଣ୍ବର: ଏଣିକି ସ୍କୁଲ ପିଲାଙ୍କ ପରି +୨ ଛାତ୍ରଛାତ୍ରୀ ମଧ୍ୟ ୟୁ-ଟ୍ୟୁବରେ ପାଠ ପଢିବେ। ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପ୍ରାଥମିକ ପର୍ଯ୍ୟାୟରେ +୨…

ଜାମ୍ମୁ ଆକାଶରେ ପୁଣି ଉଡ଼ିଲା ଡ୍ରୋନ୍,…

ଶ୍ରୀନଗର: ଜାମ୍ମୁ ଆକାଶରେ ପୁଣି ଉଡ଼ିଲା ଡ୍ରୋନ୍। ଏକାଥରକେ ତିନି ତିନୋଟି ଡ୍ରୋନ୍ ଜାମ୍ମୁ-କାଶ୍ମୀରର ଆକାଶରେ ଚକ୍କର କାଟିଛି। ବୁଧବାର ସକାଳେ ଜାମ୍ମୁର କାଳୁଚକ, ମିରାନ ସାହବ ଓ କୁଞ୍ଜବନିରେ ୩ଟି ଡ୍ରୋନ୍ ଉଡ଼ିଥିବା ଦେଖାଯାଇଛି। ବାୟୁସେନାର ଏୟାରବେସରେ ବିସ୍ଫୋରଣ ପରେ ସେନା ଶିବିର ଉପରେ ଡ୍ରୋନ୍…

କୋଭିଡ୍ ମୃତକଙ୍କ ପରିବାରକୁ ଅନୁକମ୍ପା…

ନୂଆଦିଲ୍ଲୀ: ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟ ଅନୁକମ୍ପା ରାଶି ନିର୍ଦ୍ଧାରଣ କରିବେ ନାହିଁ। ସରକାର ଆଇନ୍ ଅନୁଯାୟୀ…

ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ପରଲୋକ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ପରଲୋକ। ହୃଦଘାତ କାରଣରୁ ଆଜି ସକାଳେ ରାଜ କୌଶଲ ଦେହାନ୍ତ ହୋଇଛି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି। ରାଜ କୌଶଲ ଆଜି ସକାଳ ୪.୩୦ରେ ଘରେ ହୃଦଘାତରେ ପୀଡିତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ନେବା…

ଖାଇବା ପାର୍ସଲ ଦେବାକୁ ଯାଇ…

ଅନୁଗୁଳ: ଖାଇବା ପାର୍ସଲ ଦେବାକୁ ଯାଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ। ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘୃଣ୍ୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ…

ଦିନ ୨ଟାରୁ ୨.୩୦ରେ ମଧ୍ୟରେ…

ଭୁବନେଶ୍ବର: ଆଜି ଦିନ ୨ଟାରୁ ୨ଟା୩୦ ମଧ୍ୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟ ଶାସନ ସଚିବ। ଜୁଲାଇ ମାସର ଗାଇଡଲାଇନ ନେଇ ରାଜ୍ୟବାସୀଙ୍କୁ କରିବେ ସମ୍ବୋଧନ କରିବେ। କେଉଁ ଜିଲ୍ଲାରେ କ'ଣ ରହିବ କଟକଣା ରହିବ ସେ ନେଇ ଅବଗତ କରିବେ। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଆଜି ସରୁଛି…

ରାଜ୍ୟରେ ୨୪ ଘଣ୍ଟାରେ ୪୮ ଜୀବନ ନେଲା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮କୁ ବୃଦ୍ଧି…

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ, ଦିନକରେ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ସଂକ୍ରମଣ ହାର ବଢ଼ିଛି। ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…