Odisha Link
Bridging the Missing Links in Odisha
Daily Archives

July 11, 2021

୯ ମାସ ପରେ ବଢ଼ିଲା ଇନ୍ଧନ ଚାହିଦା

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଚାହିଦା ନୀଚା ରହିବା ପରେ ଚଳିତବର୍ଷ ଜୁନ୍‌ରେ ଭାରତର ଇନ୍ଧନ ଚାହିଦା ବୃଦ୍ଧି ପାଇଛି। କୋଭିଡ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଥମିବାରୁ ଲକଡାଉନ୍‌ କଟକଣା କୋହଳ ହେବା ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହୋଇଛି। ଏହାଦ୍ୱାରା ଇନ୍ଧନ ଚାହିଦା ପୁଣି ଉପରମୁହାଁ…

ଧର୍ମେନ୍ଦ୍ରଙ୍କୁ ମିଳିବକି ଆଉ ଏକ ଗୁରୁ…

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କୁ ଆଉ ଏକ ଗୁରୁ ଦାୟିତ୍ବ ମିଳିପାରେ…

ଖୋଲିଲା ହୀରାକୁଦର ୨ଟି ଗେଟ, ନିଷ୍କାସିତ…

ସମ୍ବଲପୁର: ରବିବାର ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢୁଥିବାରୁ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ଡ୍ୟାମ୍ କର୍ତ୍ତୃପକ୍ଷ। ଏନେଇ ପୂର୍ବରୁ ସୂଚନା ମଧ୍ୟ ଦେଇଥିଲେ ଡ୍ୟାମ୍‌…

୨୮ ବର୍ଷ ପରେ କୋପା ଆମେରିକା ଚମ୍ପିଆନ୍‌…

ଆମେରିକା: ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ। କୋପା ଆମେରିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲକୁ ମାତ୍‌ ଦେଇ ଟ୍ରଫି ହାତେଇଲା ଆର୍ଜେଣ୍ଟିନା। ୧୯୯୩ ମସିହା ପରେ ପ୍ରଥମ ଥର ପାଇଁ କୋପା ଆମେରିକା ଟାଇଟଲ ଜିତିବାରେ ସଫଳ ହୋଇଛି। ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ରେ ହରାଇ ଚମ୍ପିଆନ୍‌…

ଥମୁନି ମୃତ୍ୟୁ ସଂଖ୍ୟା, ଆଉ ୬୫ ଜଣଙ୍କର…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। କିଛିଦିନ ହେବ ଦୈନିକ ୩ ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଲଗାତାର ଉପରମୁହାଁ ରହୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ଜଣ କରୋନା…

ଖବୁଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର…

ଭୁବନେଶ୍ବର: ନିକଟରେ ଶେଷ ହୋଇଛି କେନ୍ଦ୍ର କ୍ୟାବିନେଟର ନବକଳେବର। ଏବେ ରଥଯାତ୍ରା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ପାଓ୍ବାର କରିଡରରେ ଆରମ୍ଭ ହେଲାଣି ଚର୍ଚ୍ଚା। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ତାଙ୍କର ନୂଆ ଟିମ୍‌ ଗଢ଼ିବାକୁ ଯାଉଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।…

ଭାରତର ମନ୍ତ୍ରୀ ହେଲେ ବାଂଲାଦେଶୀ!…

ନୂଆଦିଲ୍ଲୀ: ବୁଧବାର ହୋଇଥିଲା ଟିମ୍‌ ମୋଦୀର ନବକଳେବର। ଆଉ ସେଦିନ ମୋଦୀ କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ୩୫ ବର୍ଷୀିୟ ନିଶିଥ ପରମାଣିକ। ସେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ମନ୍ତ୍ରୀ ପଦ ପାଇବା ପରେ ନିଶିତ…