Odisha Link
Bridging the Missing Links in Odisha
Daily Archives

July 13, 2021

ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି…

ଥିରୁଅନନ୍ତପୁରମ୍: ଦେଶରେ ମହାମାରୀ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଜନବହୁଳ ରାଜ୍ୟ ଗୁଡ଼ିକରେ କରୋନା ମାମଲା କମିବାରେ ଲାଗିଛି। ଏସବୁ ମଧ୍ୟରେ ଆସିଛି ଏକ ବଡ଼ ଖବର। ଭାରତର ପ୍ରଥମ କୋଭିଡ୍‌-୧୯ ଚିହ୍ନଟ ହୋଇଥିବା ବ୍ୟକ୍ତି ପୁଣିଥରେ କରୋନା ପଜିଟିଭ ଚିହ୍ନଟ…

ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ସଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିଲେ ହେଁ ଆଶା ଅନୁଯାୟୀ ବର୍ଷା ହୋଇନି। ବର୍ତ୍ତମାନ ସୁଦ୍ଧା ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଜୁଲାଇ…

AAPରେ ଯୋଗ ଦେବେକି ସିଦ୍ଧୁ? ପାଓ୍ବାର…

ନୂଆଦିଲ୍ଲୀ: ୨୦୨୨ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ଆପଣାଉଛନ୍ତି ଭଳିକି ଭଳି ରଣନୀତି। ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି, ଅକାଳୀ ଦଳ ଓ ଆପ୍‌ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ କଂଗ୍ରେସ କନ୍ଦଳରେ ବିରାମ ଲାଗିବାର ନାଁ ଧରୁନି। ବିଶେଷକରି ମୁଖ୍ୟମନ୍ତ୍ରୀ…

ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟବୋଲବମ୍‌ ଉପରେ ରାଜ୍ୟ ସରକାର ଲଗାଇଲେ କଟକଣା। ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ।…

+୨ରେ ବଢ଼ିବ ସିଟ୍‌, ଅନୁମତି ଦେଲେ ରାଜ୍ୟ…

ଭୁବନେଶ୍ବର: ମହାମାରୀ କରୋନା ଯୋଗୁଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। କରୋନା ବିପତ୍ତି ସମଗ୍ର ଶିକ୍ଷାବ୍ୟବସ୍ଥାକୁ ଓଲଟପାଲଟ କରି ଦେଇଥିବାବେଳେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଏକ ମସ୍ତବଡ଼ ଆହ୍ୱାନ ହେବାକୁ ଯାଉଛି। ମହାମାରୀ କରୋନା ଯୋଗୁଁ ପ୍ରାୟ ୨ ବର୍ଷ ହେଲା ରାଜ୍ୟର କୌଣସି…

ବୋଲବମ୍ ଯାତ୍ରା ବନ୍ଦ ପାଇଁ ଚିଠି ଲେଖିଲା…

ଉତ୍ତରାଖଣ୍ଡ: ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ। ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି। ବୋଲବମ୍ ଯାତ୍ରା ଉପରେ ବନ୍ଦ କରିବାକୁ ଆଇଏମଏର ସୁପାରିଶ। କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ…

କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ…

ନୂଆଦିଲ୍ଲୀ: କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ ବିଭିନ୍ନ କମିଟିର ପୂନର୍ଗଠନ କରାଯାଇଛି। ମୋଟ ୮ଟି କ୍ୟାବିନେଟ କମିଟି ରହିଥିବା ବେଳେ ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ରହିଛନ୍ତି। ନୂଆ କରି କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ କ୍ୟାବିନେଟ…

ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌରଝଡ଼,…

ୱାସିଂଟନ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌର ଝଡ଼। ଘଣ୍ଟା ପ୍ରତି ୧୬୦୯୩୪୪ କିମି ବେଗରେ ସୌରଝଡ଼ ପୃଥିବୀ ଆଡ଼କୁ ଆସୁଛି। ୨୪ ଘଣ୍ଟା ମଧ୍ୟରେ ଏହା ପୃଥିବୀ ସହ ମାଡ଼ ହେବ ବୋଲି ଆମେରିକାର ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେଶନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ…

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ପରଲୋକ ହୋଇଛି। ଆଜି ନୂଆଦିଲ୍ଲୀରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ୧୯୮୩ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ। ଯଶପାଲ ୧୯୫୪ ଅଗଷ୍ଟ ୧୧ ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମ…

କାୟା ବିସ୍ତାର କଲାଣି ଡେଙ୍ଗୁ,…

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଥମି ନଥିବାବେଳେ ଡେଙ୍ଗୁ ସଂକ୍ରମଣ ବଢ଼ିଲାଣି। ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ ଆକ୍ରାନ୍ତ ହାର। ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। ଏନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ଯେ, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢିଛି। ଗତକାଲି ସୁଦ୍ଧା…