Odisha Link
Bridging the Missing Links in Odisha
Daily Archives

July 19, 2021

ବାଲାଜୀ ମନ୍ଦିରକୁ ସାଢ଼େ ୬ କେଜିର ସୁନା…

ହାଇଦ୍ରାବାଦ: ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ଧନୀ ମନ୍ଦିର ହେଉଛି ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ମନ୍ଦିର। ଏହି ମନ୍ଦିରକୁ ଭକ୍ତ ମାନେ କୋଟି କୋଟି ଟଙ୍କା ଓ ସୁନା ଦାନ କରିଥାନ୍ତି। ଏସବୁ ମଧ୍ୟରେ ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତ୍ତି ବାଲାଜୀଙ୍କ ମନ୍ଦିରରେ ଏକ ସୁନାର ଖଣ୍ଡା…

ରାତି ପାହିଲେ ବାହୁଡ଼ା ଯାତ୍ରା

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ। ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମାଉସୀ ମା' ମନ୍ଦିର ସମ୍ମୁଖରେ ଏଥିପାଇଁ ଠିଆ ହୋଇଛି ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ନୀତି ନର୍ଘଣ୍ଟ। ଆଜି ରାତିରେ ଠାକୁରଙ୍କ ବଡ଼ ସିଂହାର ବେଶ…

ଅଗଷ୍ଟ ୨୭ରେ ଓଏଏସ୍‌ ପ୍ରିଲିମ୍‌…

କଟକ: ଅଗଷ୍ଟ ମାସରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା। ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା। ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୧୦ରୁ ୧୨ ଜିଏସ୍‌ ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ। ଏଥିପାଇଁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର,…

ଚିତ୍ର ହଟାଇବାକୁ ସିଟି ଇଞ୍ଜିନିୟରଙ୍କୁ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଚେତନତା ନାଁରେ କାନ୍ଥରେ ଅଶ୍ଳୀଳ ଚିତ୍ର। ନୟାପଲ୍ଲୀ ରାସ୍ତାକଡ କାନ୍ଥରେ ଅଶ୍ଳୀଳ ଚିତ୍ର ନେଇ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ବିଏମସି। କମିଶନର ସଂଜୟ ସିଂହ କହିଛନ୍ତି, ତୁରନ୍ତ କାନ୍ଥ ବାଡରୁ ଏହି ଚିତ୍ର ସବୁ ହଟାଇ ଦିଆଯିବ। ଏପରିକି ଏହାର…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି…

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି କାର୍ଯ୍ୟ। ଆଠଟି ଦ୍ୱାରରେ କରାଯିବ ରୂପା ଛାଉଣୀ। ନୀଳାଦ୍ରି ବିଜେ ପୂର୍ବରୁ ବେହରଣ ଦ୍ୱାରର ରୂପା ଛାଉଣି କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଥିବା ବେଳେ ଜୟବିଜୟ ଦ୍ୱାର, ଭୋଗମଣ୍ଡପ, ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। କଳାହାଟ ଦ୍ୱାର ଯଦି…

ଭାବି ସ୍ୱାମୀଠୁ ଟଙ୍କା ନେଇ ଅନ୍ୟତ୍ର…

ଭାପୁର: ଭାବି ସ୍ୱାମୀଠୁ ଟଙ୍କା ନେଇ ଆଉ ଜଣଙ୍କୁ ବିବାହ କଲା ଯୁବତୀ। ଏଭଳି ଘଟଣା ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ବିବାହ ସ୍ଥିର ହେବା ପରେ ଭାବି ସ୍ୱାମୀଠୁ କନ୍ୟା ୩ଲକ୍ଷ ଚୂନ ଲଗାଇ ଅନ୍ୟତ୍ର ବିବାହ କରିଛି। ଏ ନେଇ ଫତେଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ସୂଚନା ମୁତାବକ,…

ବିବାହ ପୂର୍ବରୁ ହୋଇଥିଲା ଛାଡ଼ପତ୍ର…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ମୃତ୍ୟୁକୁ ୬ଦିନ ବିତିଲାଣି ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ। ତେବେ ଏହା ଭିତରେ ସୌମ୍ୟଙ୍କ ଜାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସୌମ୍ୟଙ୍କ ମାମୁଁ…

ବୋହୂ, ଡିଏଫଓ ଓ ରୋଷେୟାର ଲାଏ-ଡିଟେକ୍ସନ…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୬ଦିନ ବିତିଲାଈି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ। ତେବେ ଏହା ଭିତରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଜି କଟକସ୍ଥ ଡିଜିପି ଅଫସିରେ ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି।…

ରାଜଧାନୀ କାନ୍ଥରେ ଅଶ୍ଳୀଳ ଇଙ୍ଗିତ ଚିତ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଏମସିର ଅଜବ କରୋନା ସଚେତନତା। ମହାମାରୀକୁ ନେଇ ବଡ ବଡ ପୋଷ୍ଟର ବ୍ୟାନର ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ଲୋକଙ୍କୁ ସଚେତନ କରିବାକୁ ରାଜଧାନୀର ବିଭିନ୍ନ ରାସ୍ତାକଡ ପାଚେରୀରେ କିଛି ଚିତ୍ର ଅଙ୍କାଯାଇଥିବାର ଦେଖିବାକୁ…

ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ…

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ହୋଇଛି। ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କେସ ଲୋଡ୍ ଓ ସଂକ୍ରମଣ ହାରରେ ଆସୁଛି ଉନ୍ନତି। କିଛି ଜିଲ୍ଲାରେ ସଂକ୍ରମଣ ଏବେ…