Odisha Link
Bridging the Missing Links in Odisha
Daily Archives

July 23, 2021

ଆସନ୍ତାକାଲି ପ୍ରକାଶ ପାଇବ ICSE ଦଶମ ଓ…

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ। କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବାର ସୂଚନା ରହିଛି। ତେବେ ଚଳିତବର୍ଷ ଆଇସିଏସଇ ଓ ଆଇଏସସିରେ ୩ ଲକ୍ଷ ଛାତ୍ର ପରୀକ୍ଷା ଦେଇଥିଲେ।  ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇସିଏସଇ ଓ ଆଇଏସସି ବୋର୍ଡର ଅଫିସିଆଲ ୱେବସାଇଟ…

କୋଭିଡ ବିପଦ ଦୂର ହୋଇନାହିଁ, ଅଧିକ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ…

ଚଳିତ ଅଧିବେଶନରୁ ଟିଏମ୍‌ ସାଂସଦ ଶାନ୍ତନୁ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରୁ ଟିଏମ୍‌ ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ। ଶାନ୍ତନୁଙ୍କୁ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ଗୁଡ଼ିକରୁ ନିଲମ୍ୱିତ କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ଶୁକ୍ରବାର ରାଜ୍ୟସଭା କାର୍ଯ୍ୟ ଆରମ୍ଭରୁ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା…

ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ,…

ଟୋକିଓ: ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ଆଉ ମାତ୍ର କିଛି ସମୟର ଅପେକ୍ଷା। ଭାରତୀୟ ସମୟ ଅପରାହ୍ନ ୪.୩୦ ମିନିଟରୁ ଟୋକିଓର ଦ ନ୍ୟାସନାଲ ଷ୍ଟାଡିୟମରେ ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିବେ। ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା…

ଓସିଏରେ ଆଜି ଯୋଗ ଦେବେ ୱାସିମ୍ ଜାଫର

ଭୁବନେଶ୍ବର: ଆଜି ଓସିଏ କାର୍ଯ୍ୟାଳୟରେ ଯୋଗ ଦେବେ ଓଡ଼ିଶା କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚ୍‌ ୱାସିମ ଜାଫର।ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଦୁଇଟି କ୍ରିକେଟ ସିଜନ୍‌ (୨୦୨୧-୨୨, ୨୦୨୨-୨୩) ଓଡ଼ିଶା ଦଳକୁ କୋଚିଂ ଦେବେ। ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)। ଶୁକ୍ରବାର…

ଆଜି ନୀଳାଦ୍ରି ବିଜେ, ରସଗୋଲା ଦେଇ…

ପୁରୀ: ଆଜି ସରିବ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’। ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ। ଶ୍ରୀମନ୍ଦିର ରତ୍ନବେଦିରେ ଉଭା ହେବେ ଶ୍ରୀବିଗ୍ରହ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଡ୍ରାଇଭର…

ପାରଳାଖେମୁଣ୍ଡି: ଦିନକୁ ଦିନ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସୁଛି ନୂଆ ଟ୍ବିଷ୍ଟ। ଦିନ ଯେତେ ଗଡ଼ୁଛି ସେତେ ରହସ୍ୟ ଘେରକୁ ଟାଣି ହେବାରେ ଲାଗିଛି। ଅଧିକ ଜେରା ପାଇଁ ଆମ୍ବୁଲାନ୍ସ ଡ୍ରାଇଭରକୁ ଆଣି ଜେରା କରିଛି ପୁଲିସ। ବିଳମ୍ବିତ ରାତିରେ ପୁଲିସ ଷ୍ଟେସନକୁ ଆଣି ପଚରାଉଚରା କରିଛି। ଜେରା ହେବା…

ଚାଲିଗଲା ଆଉ ୬୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ, ଟ୍ରାକିଂ ସହ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏସବୁ ମଧ୍ୟରେ ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୯୧୭ ନୂଆ କରୋନା ସଂକ୍ରମିତ। ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଦିନକୁ ଦିନ…

ଆଜି ୧୯୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ, ଟ୍ରାକିଂ ସହ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏସବୁମ ଧ୍ୟରେ ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୯୧୭ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୧୧୦୯ ଜଣ କ୍ବାରାଣ୍ଟିନ…