Odisha Link
Bridging the Missing Links in Odisha
Daily Archives

July 31, 2021

କୁବେର ପିଏସ୍‌ ବିରଞ୍ଚି ସାହୁ ଗିରଫ,…

ଭୁବନେଶ୍ବର: ଗିରଫ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କୁବେର ପିଏସ୍‌ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଥିବା…

Tokyo Olympics: ଡିସକସ୍‌ ଥ୍ରୋ…

ଟୋକିଓ: ବିଶ୍ବ କ୍ରୀଡ଼ା ମହାକୁମ୍ଭ 'ଅଲିମ୍ପିକ୍ସ'ର ନବମ ଦିନରେ ପଦକ ଆଶା ବଢ଼ାଇଲେ ଭାରତୀୟ ଖେଳାଳି। ଭାରତର ଡିସ୍‌କସ୍‌ ଥ୍ରୋ ଖେଳାଳି କମଲପ୍ରିତ କୌର ଦମଦାର ପ୍ରଦର୍ଶନ କରିଛନ୍ତି। ଟୋକିଓ ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର। ଏଥିସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି…

ଆଜି ଅପରାହ୍ନ ସାଢ଼େ ୩ଟାରେ ହେବ ବଡ଼ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଏସବୁ ମଧ୍ୟରେ ଆଜି (ଶନିବାର) ଆସିବ ଅଗଷ୍ଟ ଗାଇଡ୍‌ ଲାଇନ୍। ଅଗଷ୍ଟ ମାସ ପାଇଁ ଗାଇଡ୍‌ ଲାଇନ୍‌ ଘୋଷଣା କରିବେ ରାଜ୍ୟ ସରକାର। ଅପରାହ୍ନ ସାଢ଼େ ୩ଟା ସମୟରେ ହୋଇପାରେ ଘୋଷଣା। ଜୁଲାଇ ମାସ…

ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ…

ଧର୍ମଗଡ଼: ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ। ଯାହାରିଫଲରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏଥିସହିତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡ଼ା ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଛି। ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା…