Odisha Link
Bridging the Missing Links in Odisha
Daily Archives

July 31, 2021

ଟୋକିଓ ଅଲିମ୍ପିକ୍ସ: ସେମି ଫାଇନାଲରେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପିଭି ସିନ୍ଧୁ ପରାଜିତ ହୋଇଛନ୍ତି। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ। ଆଜିର ସେମି ଫାଇନାଲ ମୁକାବିଲାରେ ସିନ୍ଧୁ ଜବରଦସ୍ତ ଆରମ୍ଭ…

ଟିକା ନନେଇଥିଲେ ହଲ୍, ମଲ୍, ରେଷ୍ଟୁରାଣ୍ଟ…

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ। ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ। ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ…

ସରକାରୀ ସ୍କୁଲରେ ହେବ ଇ-ଉପସ୍ଥାନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଇ-ଉପସ୍ଥାନ ମାଧ୍ୟମରେ କରାଯିବ। ଏହି ଆପ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନ ଅନଲାଇନ ମାଧ୍ୟମରେ ଜାଣିବା ସହ ସେମାନେ କି ପ୍ରକାର ମାଧ୍ୟମ ଯଥା-ସ୍ମାର୍ଟ ଫୋନ, କମ୍ପୁ୍ୟଟର, ସାଧାରଣ ମୋବାଇଲ ଫୋନ ବ୍ୟବହାର…

ଅଗଷ୍ଟ ଗାଇଡଲାଇନ: କ’ଣ ବନ୍ଦ, କ’ଣ ଖୋଲା…

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏଁ ଖୋଲା ରହିବ। ରାଜ୍ୟରେ ସମସ୍ତ ମଲ ଖୋଲିବ।  ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ। ରେଷ୍ଟୁରାଣ୍ଟ,…

ଅଗଷ୍ଟ ଗାଇଡଲାଇନ: ଟ୍ବିନ୍‌ ସିଟି ଓ…

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ। ସାରା ରାଜ୍ୟରେ ଦୋକାନ…

ଆସିଲା ଅଗଷ୍ଟ ମାସ ପାଇଁ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଗତ ଜୁଲାଇ ୧୫ ତାରିଖ ଦିନ ଘୋଷଣା କରିଥିବା ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶ୍ରୀ ଜେନା ଅଗଷ୍ଟ ମାସ…

ରାଜଧାନୀରେ ବନ୍ଦ ହେଲା ଡ୍ରାଇଭ୍ ଇନ୍…

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ବନ୍ଦ ହେବ ୧୦ଟି ଯାକ ଡ୍ରାଇଭ ଇନ ଭେକ୍ସିନ ସେଣ୍ଟର।  ଭୁବନେଶ୍ୱରର ବିଭିନ୍ନ ମଲ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର। ଭୁବନେଶ୍ୱରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇ ଥିବା ବେଳେ। ୩୦ଟି ସରକାରୀ ହସ୍ପିଟାଲ ୧୫ଟି…

ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏବେ ବି ଉପରମୁହାଁ ଅଛି କରୋନା ଗ୍ରାଫ୍‌। ରାଜ୍ୟର ଅନ୍ୟସ୍ଥାନ ଅପେକ୍ଷା ଭୁବନେଶ୍ବରରେ କରୋନା ମାମଲା ଅଧିକା ଅଛି। ଏସବୁ ମଧ୍ୟରେ ଆସିଛି ଏକ ଭଲ ଖବର। ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ୍ ପୁରଣ ହୋଇଛି ବୋଲି ବିଏମସି…

ଅଗଷ୍ଟ ୨ୟ ସପ୍ତାହରୁ ଭୁବନେଶ୍ୱରରୁ…

ଭୁବନେଶ୍ବର: ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଞ୍ଚିକୁ ଉଡ଼ିବ ବିମାନ। ଅଗଷ୍ଟ ୧୧ ତାରିଖରୁ ଭୁବେନା‌ବରରୁ ରାଞ୍ଚିକୁ ବିମାନ ଚଳାଚଳ ସୁବିଧା ହେବ। ମିଳିଥିବା ସୂଚନା ମୁତାବିକ ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଞ୍ଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ…

କେନ୍ଦ୍ରମନ୍ତ୍ରୀଙ୍କୁ ସିଏମ୍‌ ନବୀନଙ୍କ…

ଭୁବନେଶ୍ବର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସାର ଅଭାବ ନେଇ ଲେଖିଛନ୍ତି ଚିଠି। ଏଥିସହିତ ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ମଇ, ଜୁନ୍‌ ଓ ଜୁଲାଇ ମାସରେ ଓଡ଼ିଶାକୁ ନିଅଣ୍ଟିଆ…