Odisha Link
Bridging the Missing Links in Odisha
Daily Archives

August 2, 2021

ଶ୍ରାବଣ ସୋମବାରରେ କରନ୍ତୁ ଏହି ଉପାୟ,…

ଭୁବନେଶ୍ବର: ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ। ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କର ସ୍ବତନ୍ତ୍ର ପୂଜା କରାଯାଏ। ବିଶ୍ୱାସ କରାଯାଏ ଶ୍ରାବଣ ସୋମବାରରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ, ପୂଜା ଏବଂ ଉପବାସ କରିବା ଦ୍ୱାରା ଭଗବାନ ଶିବଙ୍କର ଅସୀମ କୃପା ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,…

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲକଡାଉନ ଯୋଗୁଁ ବନ୍ଦ ରହିଥିଲା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ। ଅଗଷ୍ଟ ଗାଇଡଲାଇନରେ କଯକଣା କୋହଳ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା। ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।…

ଥମୁନି ମୃତ୍ୟୁହାର: ଆଉ ୬୭ ଜୀବନ ନେଲା…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୩୩କୁ ବୃଦ୍ଧି ପାଇଛି।…

ରାଜ୍ୟରେ କରୋନା: ଦିନକରେ ୧୦୩୨ ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୯୮କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୩୪ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଆଜି ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ଗାଇଡଲାଇନରେ ଅନେକ କଟକଣା କୋହଳ ହେବା ପରେ ବି ଆଜି ରାଜଧାନୀର ସବୁ ରୁଟ୍‌ରୁ ‘ମୋ ବସ୍’ ଗଡିବାକୁ ଥିବା ବେଳେ ଧାରଣାରେ ମୋ ବସ୍ ଡ୍ରାଇଭର। ଭୁବନେଶ୍ୱର ଡିପୋରୁ ଗଡୁନି ୧୨୮ ‘ମୋ ବସ୍’ ରାଜଧାନୀରେ ଆଜି ଗଡୁନି ମୋ ବସ୍। ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ…

ଆଜିଠୁ ରାଜଧାନୀରେ ଖୋଲିବ ମଲ୍‌ ଓ…

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଖୋଲିବ ହଲ୍, ମଲ୍‌ ଓ ରେଷ୍ଟୁରାଣ୍ଟ। ଅଗଷ୍ଟ ଗାଇଡଲାଇନ ମୁତାବକ ସୋମବାରଠୁ ରାଜଧାନୀରେ ପାର୍କ ଖୋଲିଥିବା ବେଳେ ଆଜିଠୁ ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବ। ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଯାଇଛି ଫୁଟ୍ କାଉଣ୍ଟ…

୨୦୦ ମିଟର ଦୌଡ଼ରେ ବି ନିରାଶ କଲେ ଦୂତୀ

ଭୁବନେଶ୍ୱର: ପୁଣି ନିରାଶ କଲେ ଦୂତୀ ଚାନ୍ଦ। ୧୦୦ ମିଟର ପରେ ୨୦୦ ମିଟରରେ ବି ଦୂତୀ ପରାଜୟ ହାସଲ କରିଛନ୍ତି। ଆଜି ୨୦୦ ମିଟର ଚତୁର୍ଥ ହିଟରେ ଅଂଶ ଗ୍ରହଣ କରିଥିଲେ ଦୂତୀ। ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ। ତେବେ ୨୩.୮୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିଲେ ଦୂତୀ। ଏହା…