Odisha Link
Bridging the Missing Links in Odisha
Daily Archives

August 3, 2021

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମି…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଦ୍ୱାଦଶ ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର। ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ ଟକ୍କର ହୋଇଥିଲା। କଡା ଟକ୍କର ପରେ ବି ସେମି ଫାଇନାଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍। ବେଲଜିୟମ ଠାରୁ ୫-୨ ଗୋଲରେ ହାରିଛି ଭାରତ। ଭାରତକୁ ହରାଇ ଫାଇନାଲରେ…

ଥମୁନି ମୃତ୍ୟୁସଂଖ୍ୟା, କରୋନା ନେଲା ଆଉ…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା କମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି।…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୧୧୨୯…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୫୭କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୭୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

କଟକଣା ଭିତରେ ଖୋଲିଲା ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: କରୋନା କଟକଣା ଭିତରେ ଖୋଲିଲା ସମ୍ବଲପୁରର ଅଧିଷ୍ଟାତି ମା ସମଲେଇଙ୍କ ମନ୍ଦିର। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଆଜି ଖୋଲିଛି ମନ୍ଦିର। ସକାଳ ୬ରୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ରହିଛି। ହେଲେ ପ୍ରତି ସପ୍ତାହର ସୋମବାର…

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି…

ଟୋକିଓ: ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ ଟକ୍କର। ୨-୨ ଗୋଲରେ ସ୍ଥିତି ବରାବର ରହିଛି। ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ୨-୨ ରେ ଗୋଲ୍ ବରାବର ରହିଛି। ଭାରତ ପକ୍ଷରୁ ୨ଟି ଗୋଲ କରାଯାଇଥିବା ବେଳେ ବେଲଜିୟମ ପକ୍ଷରୁ ୨ଟି ଗୋଲ୍ କରାଯାଇଛି। ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କଲେ ହରମନପ୍ରୀତ ସିଂହ।…

ନାବାଳିକା ଝିଅକୁ ବିକ୍ରି କରୁଥିଲା…

ରାଉରକେଲା: ନାବାଳିକା ଝିଅକୁ ବିକ୍ରି କରୁଥିଲା ମା'। ୧୩ ବର୍ଷର ନାବାଳିକାକୁ ବାହା କରି ଦୁବାଇ ପଠେଇବା ଯୋଜନା କରୁଥିଲା ମା'। ବାପାଙ୍କ ଅଭିଯୋଗ ପରେ ନାବାଳିକା ଝିଅକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲେ ସ୍ବେଛାସେବୀ। ଏଭଳି ମାମଲା ସୁନ୍ଦରଗଡ ଜିଲ୍ଲା ରାଉରକେଲା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।…