Odisha Link
Bridging the Missing Links in Odisha
Daily Archives

August 20, 2021

ତାଲିବାନର ଆତଙ୍କରାଜ ବିରୋଧରେ ମନ୍ତବ୍ୟ…

ଗୁଜୁରାଟ: ତାଲିବାନ ଆଫଗାନିସ୍ତାନକୁ କବଜା କରି ଆତଙ୍କ ରାଜ ଚଳାଉଛି। ଏହାରି ମଧ୍ୟରେ ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଫଗାନିସ୍ତାନରେ ତାଲିବାନ ରାଜୁତିକୁ ନେଇ ପରୋକ୍ଷରେ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଲିବାନ ରାଜୁତି ନେଇ ମୋଦି କହିଛନ୍ତି, ବିଶ୍ୱକୁ…

ଖୁବ୍ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ…

ଭୁବନେଶ୍ୱର: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ ବୋଲି ଶୁକ୍ରବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ଭୁବନେଶ୍ୱରର ପୁଷ୍ପଗିରି ଲେକଚର ହଲ୍ କମ୍ପଲେକ୍ସ ଏବଂ ଋଷିକୁଲ୍ୟା ଛାତ୍ରାବାସର ଲୋକାର୍ପଣ କରିବା ଅବସରରେ…

ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସର…

ଭୁବନେଶ୍ୱର: ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍‍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍‍ ଓ…

ରାଜ୍ୟରେ ଡବଲ ଡୋଜ୍ ଟିକା ନେଇ ୩୧ହଜାର…

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର କମିଥିବା ବେଳେ ଡବଲ ଡୋଜ୍ ଟିକା ନେଇ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାରାଦେଶରେ ଡବଲ ଡୋଜ୍ ଟିକା ନେଇ ଏଯାଏ ୮୭ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଡବଲ ଡୋଜ୍ ଟିକା ନେବା ପରେ ୩୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଟିକା…

ମୋଦି ସରକାରଙ୍କୁ ଟାର୍ଗେଟ୍‌ କଲେ ଓୱେସୀ,…

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଭୟରେ ଅଛନ୍ତି ଆଫଗାନବାସୀ। ଆଫଗାନିସ୍ତାନର ସ୍ଥିତି ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ନେଇ ଭାରତ ସମେତ ବିଶ୍ୱର ଅନେକ ଦେଶ ଚିନ୍ତା ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲମିନ ମୁଖ୍ୟ…

ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ପୁଣି ଏକ ଟିକା ସାମିଲ ହୋଇଛି। ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଟିକାର ନାମ ଜାଇକୋଭି-ଡି ରଖାଯାଇଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ…

ଘୋଡ଼ା ଦେହରେ ବିଜେପି ପତାକା, ପଶୁ ପ୍ରତି…

ଇନ୍ଦୋର: ବିଜେପି ପକ୍ଷରୁ ଆୟୋଜିତ ଏକ ଜନ ସମ୍ପର୍କ ପଦଯାତ୍ରାକୁ ନେଇ ବିବାଦ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦ ରାଲିରେ ପଶୁଙ୍କ ପ୍ରତି କ୍ରୁରତା କରାଯାଇଥିବା ନେଇ ଇନ୍ଦୋର ଥାନାରେ ମାମଲା ଦାୟର ହୋଇଛି। ଜନ ଆଶୀର୍ବାଦ ଯାତ୍ରାରେ ବିଜେପି କର୍ମୀଙ୍କ ଭିତରେ ଏକ ଘୋଡା ଆକର୍ଷଣର…

ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୭ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି। ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ବାଚସ୍ପତି ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ…

ପଞ୍ଚାୟତ ନିର୍ବାଚନରେ ଆସିପାରେ ନୂଆ ନିୟମ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ଆସିପାରେ ନୂଆ ନିୟମ। ପଞ୍ଚାୟତ ଭୋଟ ଗଣତି ନେଇସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ। ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ…

ରାହୁଲଙ୍କ ବିବାଦୀୟ ପୋଷ୍ଟ ବିରୁଦ୍ଧରେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦୀୟ ପୋଷ୍ଟ କରି ସରକାରଙ୍କୁ ଘେରିଥାନ୍ତି। ରାହୁଲଙ୍କ ପାଇଁ ତାଙ୍କର ପୋଷ୍ଟ ଓଲଟା ସାବ୍ୟସ୍ତ ହେଉଛି। ଆଜି ରାହୁଲ ଗାନ୍ଧୀଙ୍କ ବିବାଦୀୟ ପୋଷ୍ଟ ବିରୁଦ୍ଧରେ ଆକ୍ସନ ନେଇଛନ୍ତି ଫେସବୁକ୍‌ ଓ ଇନଷ୍ଟାଗ୍ରାମ। ରାହୁଲଙ୍କ ବିବାଦୀୟ…