Odisha Link
Bridging the Missing Links in Odisha
Daily Archives

August 28, 2021

ଆଜିଠୁ ୩ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲା ମନ୍ଦିର ପ୍ରଶାସନ। ଅଗଷ୍ଟ ୨୩ ତାରିଖରୁ ଭକ୍ତମାନେ ମହାବାହାୁଙ୍କୁ ଦର୍ଶନ କରୁଥିଲେ। ହେଲେ ଆଜିଠୁ ତିନିଦିନ ପର୍ଯ୍ୟନ୍ତ ଶ୍ମରୀମନ୍ଦିର ଦର୍ଶନ ବନ୍ଦ…

ଦାଦାବଟି ଆଦାୟ: ପୋର୍ଟାଲ ସାମ୍ବାଦିକା…

ଭୁବନେଶ୍ବର: ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ୨ ଦିନ ବନ୍ଦୀ ରଖିଲେ। ପରେ ନିର୍ଦ୍ଧୁମ ପିଟିବା ସହ ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ମାଗିଲେ। ଆପଣ ଭାବୁଥିବେ କିଛି ଗୁଣ୍ଡା ଏଭଳି କିଛି କାର୍ଯ୍ୟ କରିଥିବେ ବୋଲି। କିନ୍ତୁ ବାସ୍ତବରେ ଗୁଣ୍ଡା ନୁହେଁ କିଛି ସାମ୍ବାଦିକ ମିଶି ଏଭଳି କଳା କାରନାମା…

କରୋନା ନେଲା ଆଉ ୬୮ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ସଂକ୍ରମଣ ତଳମୁହାଁ ହେଉଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ୨୪ ଘଣ୍ଟାରେ ୭୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ…

କରୋନା: ଦିନକରେ ୭୭୯ ପଜିଟିଭ ଚିହ୍ନଟ,…

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ। ବିଗତ ଦିନ ଅପେକ୍ଷା ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୭୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୫୪…

ସିନେ ଅଭିନେତା ବବିଙ୍କ ହାଇଡ୍ରାମା,…

ଭୁବନେଶ୍ବର: କେବେ ହିରୋ ତ କେବେ ଭିଲିଆନ୍। ଆଉ କେବେ କାହା ଭାଇତ କାହା ସାଙ୍ଗର ଅଭିନୟ କରି ଓଲିଉଡ ଜଗତରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ବବି। ନିଜର ଅଭିନୟ ବଳରେ ଦର୍ଶକଙ୍କ ମନରେ ରାଜ କରନ୍ତି ସେ। ଆଲବମ୍‌ଠୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ଉଚ୍ଚକୋଟୀର ଅଭିନୟ କରି ସର୍ବଦା ଚର୍ଚ୍ଚାରେ ରୁହନ୍ତି…

ପାରାଲିମ୍ପିକ୍ସ: ଟେବୁଲ ଟେନିସ୍‌…

ଟୋକିଓ: ଟୋକିଓରେ କମାଲ କଲେ ଭାରତୀୟ ପାରାଲିମ୍ପିକ୍ସ ଖେଳାଳି। ଭାରତର ପ୍ରଥମ ଟେବୁଲ ଟେନିସ୍‌ ଖେଳାଳି ଭାବେ ଫାଇନାଲରେ ଭାବିନା ପଟେଲ। ସେମି ଫାଇନାଲ ମୁକାବିଲାରେ ଚାଇନାର ଝାଙ୍ଗ ମିୟାଓଙ୍କୁ ୭-୧୧, ୧୧-୭,୧୧-୪,୯-୧୧, ୧୧-୮ରେ ମାତ୍‌ ଦେଇ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ସଂଘର୍ଷପୂର୍ଣ୍ଣ ମ୍ୟାଚରେ…