Odisha Link
Bridging the Missing Links in Odisha
Daily Archives

September 2, 2021

ଦି ଟାଇମ୍‍ସ ହାଇଅର ଏଜୁକେସନ୍‍…

ଭୁବନେଶ୍ୱର: ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟର ରାଙ୍କ। ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ-୨୦୨୨…

ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ…

ଭୁବନେଶ୍ବର: ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ। ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସ ଦାସଙ୍କୁ ଗିରଫ କରିଛି। ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି। ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା…

ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଅଧାରୁ…

ମୁମ୍ବାଇ: ବଲିଉଡ୍ ଓ ଟେଲି ଜଗତର ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଆଜି ହୃଦଘାତ କାରଣରୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ୪୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି।…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ମୁକୁଲ୍…

କୋଲ୍‌କାତା: କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଆଜି ଭର୍ତ୍ତି ହୋଇଛନ୍ତି ତୃଣମୂଳ କଂଗ୍ରେସ’ର ବରିଷ୍ଠ ନେତା ମୁକୁଲ୍‌ ରାୟ। ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କ ସହ ନିରାପତ୍ତା କର୍ମଚାରୀ ଯାଇଥିଲେ। ଡାକ୍ତରଖାନାକୁ ଯାଉଥିବା ବେଳେ ମୁକୁଲ୍‌ ରାୟ ଗଣମାଧ୍ୟମକୁ କିଛି କହିନଥିଲେ। ମମତା…

କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି…

ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ର ଅଶାନ୍ତି। କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ବଡଗଡ଼ ଥାନା…

ନନ୍ଦନକାନନରେ ଜାଲି ଛିଣ୍ଡାଇ ବାହାରେ…

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଆତଙ୍କ। ନନ୍ଦନକାନନ ବାଘ ସଫାରୀରୁ ବାଘ ଜାଲି ଛିଣ୍ଡାଇ ପଳାଇଯିବା ଘଟଣା ସାମନାକୁ ଆସିଛି। ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି। କର୍ମଚାରୀଙ୍କ ଉଦ୍ୟମ ଯୋଗୁ ପୁଣି ସଫାରୀକୁ ଫେରିଛି ମହାବଳ ବାଘ ରାଜେଶ। ଗୁରୁବାର ସକାଳେ ଫିଡିଂ ଚାମ୍ବରରୁ ରାଜେଶ ଓ ରୂପା…

ମୌସୁମୀ ଅଧିବେଶନ: ଅପରାହ୍ନ ୪ଟା ଯାଏଁ…

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ମୁଲତବୀ ହୋଇଯାଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ହାଲାବୋଲ କରିବାରୁ ଗୃହକାର୍ଯ୍ୟକୁ ଅପରାହ୍ନ…

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ। ହୃଦଘାତ ଯୋଗୁଁ ତାଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୪୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖବର ଅନୁଯାୟୀ, ଅଭିନେତା ସିଦ୍ଧାର୍ଥ ଶୁକ୍ଲା…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:  ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ତଦନୁଯାୟୀ ଡ. ପ୍ରମୋଦ କୁମାର ମେହେର୍ଦ୍ଧା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେ କେନ୍ଦ୍ରରେ ଏନଏଫଏସଏମ ଏମଡିଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର  ଅତିରିକ୍ତ…

ଆଫଗାନିସ୍ତାନର ସୁପ୍ରିମ ଲିଡରଙ୍କ ନାଁ…

କାବୁଲ: ଆଫଗାନିସ୍ତାନର ସୁପ୍ରିମ ଲିଡର ହେଲେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା। ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିଛି ତାଲିବାନ। ତାଲିବାନର କଲଚରାଲ କମିଶନ ସଦସ୍ୟ ଆନାମୁଲ୍ଲା ସାମନଗାନି ଏନେଇ ଘୋଷଣା କରିଛନ୍ତି। ତାଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ସରକାର ଗଠନ ହେବ। ପୂର୍ବରୁ ଇରାନ ମଡେଲ ଅନୁସାରେ…