Odisha Link
Bridging the Missing Links in Odisha
Daily Archives

September 13, 2021

ସମ୍ ଡାକ୍ତରଙ୍କ ଆତ୍ମହତ୍ୟା ବିରୋଧୀ…

ଭୁବନେଶ୍ୱର : ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା । ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତି ନିଅନ୍ତି । ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର୧୦ ତାରିଖ କୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ…

ଠିକାଦାର ଚୟନ ଫାଇଲ୍ ଚାପିଦେଲେ…

ନୟାଗଡ଼: ଯୋଗାଣ ବିଭାଗ ଠିକାଦାର ଚୟନ ପ୍ରକ୍ରିୟାକୁ ପାଞ୍ଚମାସ ବିତିଯାଇଥିଲେ ହେଁ ନୟାଗଡ଼ ଜିଲ୍ଲାପାଳ କେଉଁ ସ୍ୱାର୍ଥରେ ଏହାକୁ ଘୋଷଣା କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନୟାଗଡ଼ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ। ଏ ନେଇ ସେ ଆଜି ଖାଦ୍ୟ ଓ ଯୋଗାଣ ଆୟୁକ୍ତ ତଥା ସଚିବଙ୍କୁ ପତ୍ର ମାଧ୍ୟମରେ…

କୁମାର ସାନୁ ଗାଇଲେ ସମ୍ବଲପୁରୀ ଗୀତ

ଭୁବନେଶ୍ବର: ସମ୍ବଲପୁରୀ ଗୀତରେ ତାଳେ ତାଳେ ସମସ୍ତେ ମତୁଆଲ ହୋଇଥାନ୍ତି। କେବଳ ଓଡ଼ିଶାରେ ନୁହେଁ ବିଦେଶରେ ମଧ୍ୟ ସମ୍ବଲପୁରୀ ଗୀତର ଖୁବ୍‌ ଡିମାଣ୍ଡ ରହିଛି। ଓଲିଉଡ ଓ ବଲିଉଡର ଅନେକ ନାମୀଦାମୀ ଗାୟକ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏବେ ବଲିଉଡରେ ଅନେକ ସୁପର ହିଟ୍ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ କୁମାର…

ଜାରି ରହିଛି ବର୍ଷା, ବଢ଼ୁଛି ବିଭିନ୍ନ…

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହାରିଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦେବୀ, କୁଶଭଦ୍ରା, ବ୍ରାହ୍ଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ତର ବଢୁଛି। ହେଲେ କେଉଁଠାରେ ବି ଜଳସ୍ତର ବିପଦ ସଙ୍କେତ ଟପିନାହିଁ।…

ଏସ୍‌ସିବିରେ ଅଘଟଣ, ଛାତରୁ ଖସିଲା…

କଟକ: ଏସସିବିରେ ଅଘଟଣ। କଟକ ବଡ଼ ଡାକ୍ତରଖାନାରେ ଅଘଟଣ। ଏସ୍‌ସିବିର ସର୍ଜରୀ ବିଭାଗ ଆଉଟଡୋର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା। କଂକ୍ରିଟ୍‌ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳେ ରୋଗୀମାନେ ଟିକେଟ୍‌ କାଟିବା ପାଇଁ ଆସିଥିଲେ। ହେଲେ ଏହି ଅଘଟଣରେ କାହାର କିଛି…

ପରଲୋକରେ ଓସ୍କାର ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ଅସୁସ୍ଥତା ଯୋଗୁ ମେଙ୍ଗାଲୁରୁ ସ୍ଥିତି ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଠାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ଶେଷ ଭାଗରେ…

ଦୁବାଇରେ ନୂଆଖାଇ ପାଳନ

ଦୁବାଇ: ଦୁବାଇରେ ରହୁଥିବା ଓଡ଼ିଆମାନେ ଖୁବ ଧୁମଧାମରେ ପାଳନ କରିଛନ୍ତି ନୂଆଖାଇ। ଏଥିପାଇଁ ଦୁବାଇ ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଅନେକ ଓଡ଼ିଆ ପରିବାର ଏକ ପାର୍କରେ ଏକାଠି ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଓଡ଼ିଆମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ। ସେହିପରି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ…

ଝିଅ ଜନ୍ମ ହେବାରୁ ମାଗଣାରେ ବାଣ୍ଟିଲେ…

ମଧ୍ୟପ୍ରଦେଶ: ଝିଅ ଜନ୍ମ ହେବାରୁ ମାଗଣାରେ ବାଣ୍ଟିଲେ ଗୁପଚୁପ୍। ଭୋପାଳରେ ଜଣେ ଗୁପଚୁପ ବିକାଳିଙ୍କ ଘରେ ଝିଅ ଜନ୍ମ ହେବା ପରେ ଭିନ୍ନ ଢଙ୍ଗରେ ଖୁସି ପାଳନ କରାଯାଇଛି। ଗୁପଚୁପ ବିକାଳି ଅଞ୍ଚଳ ଗୁପ୍ତା ସମସ୍ତଙ୍କୁ ମାଗଣାରେ ଗୁପଚୁପ ଖାଇବାକୁ ଦେଇଛନ୍ତି। ଏଥିପାଇଁ ସେ ପ୍ରଥମେ ୫୦ ହଜାର ଗୁପ୍‌ଚୁପ୍‌…

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା:…

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ପୁଣି ମାଡ଼ି ଆସୁଛି ଆଉ ଏକ ବର୍ଷା ବିତ୍ପାତ। ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର। ମୃତୁ୍ୟଞ୍ଜୟ…

ଲଗାଣ ବର୍ଷାରେ ସୁଅରେ ଭାସି ଚାଷୀଙ୍କ…

ଖୋର୍ଦ୍ଧା: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହୋଇଛି। ତେବେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି। ନୂଆପଡ଼ା ପଞ୍ଚାୟତ ମୋରମରସିଂ ଗାଁରେ ଏହି ଅଘଟଣ…