Odisha Link
Bridging the Missing Links in Odisha
Monthly Archives

September 2021

‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁରରୁ ଆକାଶ କ୍ଷେପଣାସ୍ତ୍ରର ଏକ ନୂଆ ଭର୍ସନ ଆକାଶ ପ୍ରାଇମର ସଫଳ ପରୀକ୍ଷଣ। ଏହା ଆକାଶରେ ଥିବା ଏକ ମାନବ ବିହୀନ ଏରିଏଲ ଭେହିକ୍ ଲକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା। ସୋମବାର ଅପରାହ୍ନ ସାଢ଼େ ୪ଟା ବେଳେ ଏହାର ପରୀକ୍ଷଣ କରାଯାଇଥିଲା। ଏନେଇ ଡି.ଆର.ଡି.ଓ ପକ୍ଷରୁ ସୂଚନା ଦିଆଯାଇଛି।…

ଥାନାରେ ବିସ୍ଫୋରଣ: ଭୁଶୁଡ଼ିଲା ଛାତ,…

ପିପିଲି: ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ। ବିସ୍ଫୋରଣରେ ଭୁଶୁଡ଼ିଲା ଥାନାର ଛାତ, ଫାଟିଗଲା କାନ୍ଥ। ବିଳମ୍ବିତ ରାତିରେ ଅଚାନକ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଥାନା…

ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ବାତ୍ୟା ଗୁଲାବ ପରେ ଆଉ ଏକ ଲଘୁଚାପ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗ ଉପକୂଳରେ ଘନୀଭୁତ ହେବା ପରେ ଉତ୍ତର ଦିଗକୁ ଗତି କରିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ…

ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ…

କଟକ: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହତ୍ତ୍ବାକାଂକ୍ଷୀ ‘ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନ’ କୁ କଟକ ଜିଲାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଥିବା…

ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା: ଗର୍ଭବତୀ ମହିଳାଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ। ପରେ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକ୍‌ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଏହିପରି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ଠାରେ। ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଥଇ ଜଣ ହେଲେ ଅଙ୍କିତ୍ ଓ…

ଟିକ୍‌ଟକ୍ ଚ୍ୟାଲେଞ୍ଜ ପାଇଁ ୨୩ଟି ଚୁମ୍ବକ…

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଟିକ୍‌ଟକ୍ ଚ୍ୟାଲେଞ୍ଜ କରୁଥିବା ବେଳେ ଏହା କେତେ ବିପଜ୍ଜନକ ହୋଇପାରେ ତାହା ଅନୁଭବ କରନ୍ତି ନାହିଁ। ନିକଟରେ ଇଂଲଣ୍ଡରେ ରହୁଥିବା ଜଣେ ୬ ବର୍ଷର ଝିଅ ମୋବାଇଲରେ ଟିକଟକ୍ ଚ୍ୟାଲେଞ୍ଜ ନାମରେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଇନି। ସୂଚନା ଅନୁଯାୟୀ, ଇଂଲଣ୍ଡର ଇଷ୍ଟ…

କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ଼ ବୟାନ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ଼ ବୟାନ। ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ତାଲିବାନ ସରକାରକୁ ବାରମ୍ବାର ସମର୍ଥନ କରୁଥିବାରୁ ପାକିସ୍ତାନକୁ ପ୍ରଂଶସା କରିଛି। ଏପରିକି ବିଶ୍ୱ ସମୁଦାୟକୁ ଆଫଗାନିସ୍ତାନ ସହ ଯୋଡିବାକୁ ପାକିସ୍ତାନ ପ୍ରୟାସ…

ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ…

ଭୁବନେଶ୍ୱର: ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ ପ୍ରେସମିଟ୍। ପ୍ରେସମିଟ୍ ରେ ସେ କହିଛନ୍ତି ଯେ,ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି। ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ। ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ। ଗଜପତି ଓ…

ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ…

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ପଡି ନ ପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଟ୍ରେଣ୍ଡ…

ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ ଡିଜିଟାଲ…

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା…