Odisha Link
Bridging the Missing Links in Odisha
Daily Archives

December 9, 2021

ମିହିର ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁୁବନେଶ୍ବର: ଓଡ଼ିଆ ସିନେ ଜଗତର ଭେଟରାନ୍‌ ଅଭିନେତା ମିହିର ଦାସ ଅସୁସ୍ଥ। ଗୁରୁବାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମିହିର। ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା। ବର୍ତ୍ତମାନ ସମୟରେ…

ସମ୍ ଅଲ୍ଟିମେଟ ମେଡିକେୟାରକୁ HACCP…

ଭୁବନେଶ୍ୱର: ୱାନ୍ ଷ୍ଟପ୍‌ ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର (SUMUM) ଚଳିତ ବର୍ଷ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ୍ କଂଟ୍ରୋଲ୍ ପଏଂଟ (HACCP)ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି।…

ଆଜି ବାଜିବ ଶାହାନାଇ, ଜନ୍ମ ଜନ୍ମର ସାଥୀ…

ଭୁବନେଶ୍ବର: ଆଜି ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ସାତଫେରା ନେଇ ଜନ୍ମ ଜନ୍ମର ସାଥୀ ପାଲଟିଯିବେ ବଲିଉଡର ଲଭ୍‌ ବାର୍ଡ। ଆଜି ହାତକୁ ଦି ହାତ ହେବେ ବଲିଉଡର ଚର୍ଚ୍ଚିତ ଲଭ ବାର୍ଡ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକନି ଚମେଲି କ୍ୟ୍ୟାଟ୍ରିନା କୈଫ୍‌ ଓ ଉରି ଷ୍ଟାର ଭିକି କୌଶଲ୍। ନିଜଠୁ ୫…

୨୪ ଘଣ୍ଟାରେ ୧୯୫ ପଜିଟିଭ୍‌ ଚିହ୍ନଟ, ୨…

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୦,୯୫୫ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୮ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ସନ୍ଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବ ସିଡିଏସ୍…

ନୂଆଦିଲ୍ଲୀ: ସାରା ଦେଶ ସ୍ତବ୍ଧ। ଜଣେ ବୀର ଯବାନଙ୍କୁ ହରାଇ ଝୁରୁଛି ସାରା ଭାରତ। ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ୍‌ (୬୩)ଙ୍କ ପରଲୋକ ହୋଇଥିଲା। ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବ ଜେନେରାଲ ବିପିନ୍‌ ରାଓ୍ବତ ଏବଂ…

ବାୟୁସେନା ବିମାନ ଦୁର୍ଘଟଣା: ଓଡ଼ିଆ ଯବାନ…

ଭୁବନେଶ୍ବର: ବାୟୁସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ। ବୁଧବାର ହୋଇଥିବା ବିମାନ ଦୁର୍ଘଟଣାରେ ମୃତ ୧୩ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ । ମୃତ ଯବାନଙ୍କ ନାମ ରାଣା ପ୍ରତାପ ଦାସ। ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି । ବୁଧବାର…

ଆଗକୁ ପଞ୍ଚାୟତ ନିର୍ବାଚନ,…

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁୁ ଓଡ଼ିଶା କଂଗ୍ରେସରେ ବିଦ୍ରୋହ। କଂଗ୍ରେସ ବିଧାୟକମାନେ ଦଳର ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ୨ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ମଧ୍ୟ ସମୟ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁଁ କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା…

ବାୟୁସେନା ବିମାନ ଦୁର୍ଘଟଣା: ବଞ୍ଚିଗଲେ…

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହ ବଞ୍ଚି ଯାଇଛନ୍ତି।…

ମୁକୁନ୍ଦ ନାରାଭାନେ ପରବର୍ତ୍ତୀ…

ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ‌ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍) ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଗତକାଲି ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ବତ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ…

ହେଲିକପ୍ଟର ଦୁର୍ଘଟଣା: ବଞ୍ଚିଥିଲେ…

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବେଳେ ଜେନେରାଲ ରାଓ୍ବତ ବଞ୍ଚିଥିଲେ ବୋଲି ଉଦ୍ଧାରକାରୀ ଦଳ…