Odisha Link
Bridging the Missing Links in Odisha
Daily Archives

March 24, 2022

ଆଶ୍ବସ୍ତି: ବଢ଼ିବନି ବିଜୁଳି ଦର

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଭଲ ଖବର ଦେଇଛନ୍ତି ଓଇଆରସି ସଚିବ। ୨୦୨୨-୨୩ବର୍ଷରେ ବଢ଼ିବ ନାହିଁ ବିଜୁଳି ଦର। କାରଣ ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶୁକ୍ଳକୁ ଅପରିବର୍ତ୍ତିତ ରଖିଛନ୍ତି। କେବଳ ସେତିକି ନୁହେଁ ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡରେ ପେମେଣ୍ଟ କଲେ…

ପୌର ଫାଇଟ୍‌: ରେଜଲ୍ଟ ପୂର୍ବରୁ ୭୩…

ଓଏଲ୍‌ ବ୍ୟୁରୋ: ସରିଲା ପୌର ନିର୍ବାଚନ ୨୦୨୨। ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଆଜି ପୌର ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଇଭିଏମ୍‌ରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନସିରେ ମୋଟ ୬୫% ମତଦାନ ହୋଇଛି। ବ୍ରହ୍ମପୁର ମହାନଗର ନିଗମରେ ୪୭%,…

୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଓଏଲ୍‌ ବ୍ୟୁରୋ: ଆଜି ପୌର ନିର୍ବାଚନ। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୋଟ୍‌ ୧୦୯ଟି ସହରାଞ୍ଚଳରେ ଥିବା ୪,୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଉ ମାତ୍ର କିଛି ସମୟର ଅପେକ୍ଷା ପରେ ଆରମ୍ଭ ହେବ ମତଦାନ ପ୍ରକ୍ରିୟା।…