Odisha Link
Bridging the Missing Links in Odisha
Daily Archives

November 14, 2022

କେନ୍ଦୁଝର: ମଦ ପିଇ ଶୋଇପଡ଼ିଲେ ୩୦ ହାତୀ

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଭଳି ବିଜ୍ଞାପନ ଆପଣ ସବୁବେଳେ ସୋସିଆଲ ମିଡିଆ, ଗଣମାଧ୍ୟମ ଓ ଟିିଭି ମାଧ୍ୟମରେ ଦେଖୁଥିବେ ନିଶ୍ଚୟ। ଏସବୁ ସତ୍ତ୍ବେ ବହୁ ଲୋକ ମଦ୍ୟପାନ କରି ନିଜ ଶରୀର କ୍ଷତି କରୁଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମହୁଆ ବା ମହୁଲିର ବେଶି ଚାହିଦା ଥାଏ। ଏହି ଦେଶୀ…

ପଦ୍ମପୁର ଉପନିର୍ବାଚନ: ଆଉକିଛି ସମୟ ପରେ…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଏପର୍ଯ୍ୟନ୍ତ ଘୋଷଣା କରିନି ପ୍ରାର୍ଥୀଙ୍କ ନାମ। ଏସବୁ ମଧ୍ୟରେ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଆଉ କିଛି ସମୟ…