Odisha Link
Bridging the Missing Links in Odisha
Daily Archives

November 28, 2022

ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ,…

ଓଏଲ୍ ବ୍ୟୁରୋ : ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟର ବଡ ନିଷ୍ପତି। ଦୀର୍ଘଦିନ ହେବ ଲାଗିରହିଛି ଓକିଲ ଆନ୍ଦୋଳନ। ଓକିଲମାନେ ସେମାନଙ୍କ ଦାବି ନେଇ ଆନ୍ଦୋଳନ କରୁଥିବାବେଳେ ପୂର୍ବରୁ ସୁପ୍ରିମକୋର୍ଟ ଏହି ଆନ୍ଦୋଳନପାଇଁ ଚେତାବନୀ ଦେଇଥିଲେ। ଆଜି ଏହି ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଠୋର ହେଲେ…

କମୁଛି ପାରଦ, ଥରୁଛି ଓଡିଶା

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସମ୍ଭାଳ ହେବାରେ ଲାଗିଛି ଥଣ୍ଡା। ପାଣିପାଗ ବିଭାଗର ସୂଚନା ଅନୁସାରେ ରାତିରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା…

ଶୈବପୀଠରେ ଉନ୍ମୁକ୍ତକାଣ୍ଡ ,…

ଓଏଲ ବ୍ୟୁରୋ: ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠରେ ବିଶୃଙ୍ଖଳା। ପ୍ରସିଦ୍ଧ ବାବା ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରାମାଡ଼ ଘଟଣା। ମନ୍ଦିରରେ ନିୟମ ଉଲ୍ଲଙ୍ଘନ କରାଯାଉଥିବାବେଳେ ଶ୍ରଦ୍ଧାଳୁମାନଙ୍କ ଠାରୁ ବେଆଇନ୍ ଦକ୍ଷିଣା ଆଦାୟ କରାଯାଉଥିଲା। ଏହି ବେଆଇନ୍ ଦକ୍ଷିଣା ଆଦାୟକୁ ବିରୋଧ କରିବାରୁ ଜଣେ…

ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ,…

ଓଏଲ୍ ବ୍ୟୁରୋ : ପ୍ରାଥମିକ ଶିକ୍ଷକ ଓ ଶିଷୟିତ୍ରୀମାନେ ନିଜ ଦାବି ପାଇଁ କରୁଛନ୍ତି ଆନ୍ଦୋଳନ। ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ଶିକ୍ଷକଙ୍କ ଦାବି ପୂରଣ ନହେଲେ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଦାବି କରୁଛନ୍ତି। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ…

ବୌଦ୍ଧରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,…

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ୫୦ ବନବିଭାଗ କର୍ମଚାରୀ ଅଳ୍ପକେ ବଞ୍ଚିଗଲେ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବନବିଭାଗ କର୍ମଚାରୀ ମାନେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ…