Odisha Link
Bridging the Missing Links in Odisha
Daily Archives

November 28, 2022

ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ,…

ଓଏଲ୍‌ ବ୍ୟୁରୋ : ବପଦ୍ମପୁର ଉପନିର୍ବାଚନ ମତଦାନ ତାରିଖ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ କରି ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ପଦ୍ମପୁର ବଣିକ…

କ୍ଲାସରେ ମୁସଲିମ୍‌ ଛାତ୍ରଙ୍କୁ…

ଓଏଲ୍‌ ବ୍ୟୁରୋ: ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହି କଲେଜରୁ ନିଲମ୍ବିତ ହେଲେ ପ୍ରଫେସର। ବେଙ୍ଗାଲୁରୁର ମଣିପାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଏଭଳି ଘଟଣା ଘଟିଛି। କ୍ଲାସ୍‌ ରୁମରେ ପ୍ରଫେସର ପାଠ ପଢ଼ାଉଥିବା ବେଳେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଆତଙ୍କବାଦୀ କହିବାର ଏକ ଭିଡିଓ ଭାଇରାଲ ହେବାରେ…

‘ଅଶୋକ ଗେହେଲଟ୍‌ ଓ ସଚିନ ପାଇଲଟ୍‌…

ଓଏଲ୍‌ ବ୍ୟୁରୋ: ରାଜସ୍ଥାନ କଂଗ୍ରେସ କଳି କାହାକୁ ବି ଅଛପା ନୁହେଁ । କଂଗ୍ରେସ ଦଳୀୟ କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏସବୁମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ସଚିନ ପାଇଲଟଙ୍କ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ…

ଅର୍ଚ୍ଚନା ନାଗ ମାମଲା: ଡ୍ରାଇଭର ଚନ୍ଦନ…

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାର ଜୋରଦାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅର୍ଚ୍ଚନା ନାଗଙ୍କ ଡ୍ରାଇଭର ଚନ୍ଦନ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ। ଜେରା ସରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଇଡିକୁ ମୁଁ ସମୂର୍ଣ୍ଣ…

ଅଫତାବ୍କୁ ଆକ୍ରମଣ ଉଦ୍ୟମ, ଫାଏରିଂ କରି…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବକୁ ଆକ୍ରମଣ। ଜହ୍ଲାଦ ପ୍ରେମିକ ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ୍‌ ଉପରକୁ ଆକ୍ରମଣ। ଅଭିଯୁକ୍ତ ଅଫତାବକୁ ପୁଲିସ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବାବେଳେ ପ୍ରାୟ ୧୫ଜଣ ଲୋକ ଗାଡି…

କୋର୍ଟରେ ଶୁଣାଣି କରୁଥିଲେ ଜଜ୍, ଛୁରୀରେ…

ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ଜଜ୍‌ (ଏସ୍‌ଡିଜେଏମ୍)ଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ବ୍ୟକ୍ତି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଏସ୍‌ଡିଜେଏମ୍‌ ପ୍ରଜ୍ଞା ପରମିତା ପ୍ରତିହାରୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ…

ଖଣ୍ଡାରେ କେକ୍‌ କାଟି ଜନ୍ମଦିନ ପାଳିଲେ…

ଓଏଲ୍‌ ବ୍ୟୁରୋ: ବିଚ୍‌ ରାସ୍ତାରେ ପାଳନ ହେଉଛି ଜନ୍ମଦିନ। ଛୁରୀରେ ନୁହେଁ ବରଂ ଖଣ୍ଡାରେ କଟାଯାଉଛି ଜନ୍ମଦିନ କେକ୍। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ସଦୃଶ। ଭାଇରାଲ ଭିଡିଓକୁ ନେଇ ଅଧିକ ଖୋଳତାଡ କରୁଛି ପୁଲିସ୍‌। ଏଭଳି ଘଟଣା…

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ପ୍ରଥମ…

ଓଏଲ୍‌ ବ୍ୟୁରୋ : କିମ୍ବନ୍ଦନ୍ତୀ ଧାବିକା ପିଟି ଉଷାଙ୍କୁ ଗୁରୁଦାୟିତ୍ବ। ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଭାବେ ନିର୍ଦଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ୍‌ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି ପିଟି ଉଷା। ଡିସେମ୍ବର ୧୦ରେ…

ପଦ୍ମପୁରରେ ରେଡ୍‌ ରାଜନୀତି

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ୁଛି । ଏହିସବୁ ମଧ୍ୟରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ ରାଜନୀତି। ପଦ୍ମପୁରରେ ସକାଳେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ରେଡ୍‌ କରିିଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରେ ହେବ…

ଓଏଲ୍ ବ୍ୟୁରୋ: ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ…