Odisha Link
Bridging the Missing Links in Odisha
Daily Archives

December 24, 2022

ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି…

ଓଏଲ୍‌ ବ୍ୟୁରୋ : ନ୍ୟୁୟର୍କରେ ୪୫ଡିଗ୍ରୀ ତଳକୁ ପାରଦ ଖସିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଲକ୍ଷ ଲକ୍ଷ ଲୋକ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଏବେ ଶୀତରେ ପ୍ରଭାବିତ ହୋଇଛନ୍ତି। ଖ୍ରୀଷ୍ଟମାସ ପାଇଁ ଲୋକମାନେ ଅନେକ କିଛି ଯୋଜନା କରିଥିବା ବେଳେ ଅଧିକ ଶୀତ କାରଣରୁ ଘରେ ରହିବାକୁ ବାଧ୍ୟ…

ଏକଲବ୍ୟ ପୁରସ୍କାର ପାଇଲେ ସାଇକେଲ ଚାଳିକା…

ଓଏଲ୍‌ ବ୍ୟୁରୋ : ଇମ୍ଫା ପକ୍ଷରୁ ଆୟୋଜିତ ହୋଇଯାଇଛି ୩୦ ତମ ଏକଲବ୍ୟ ପୁରସ୍କାର ପ୍ରଦାନ। ଚଳିତବର୍ଷ ଇମ୍ଫା ପକ୍ଷରୁ ଆୟୋଜିତ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପୁରସ୍କାର ପାଇଛନ୍ତି ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତି ସିଂହଙ୍କୁ…

କାଲିଠୁ ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ

ଓଏଲ୍‌ ବ୍ୟୁରୋ : କାଲିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ। ବିଏମସି ପକ୍ଷରୁ ପଥୋତ୍ସବ ଆରମ୍ଭ ହେବାର ସୂଚନା ଦିଆଯାଇଛି । ପଥୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଜାନୁଆରୀ ୧ ନୂଆବର୍ଷ ପଡୁଥିବାରୁ ଏହି ଦିନ ପଥୋତ୍ସବ ବନ୍ଦ ରହିବ ଏବଂ ରବିବାର ଅର୍ଥାତ ଜାନୁଆରୀ ୮…

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜିଠୁ…

ଓଏଲ୍‌ ବ୍ୟୁରୋ : ଗୋପାଳପୁରରେ ତାରକାଙ୍କୁ ଦେଖିବା ପାଇଁ ଭିଡ଼ ଜମିବ। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ଯାହା ୨୮ ତାରିଖ ଯାଏଁ ଚାଲିବାର ସୂଚନା ମିଳିଛି। ବ୍ରହ୍ମପୁରର ଗୋପାଳପୁର ଠାରେ ୨ବର୍ଷ ପରେ ପୁଣିଥରେ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। କରୋନାର…

ଚଢ଼ିଗଲା ଧାନକଟା ମେସିନ, ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଧାନ ବିଲରେ ଚାଲିଗଲା ଜୀବନ। ଧାନକଟା ମେସିନ ଚଢ଼ିଯିବାରୁ ୮ବର୍ଷର ବାଳକର ମୃତ୍ୟୁ ଘଟିଥିବା ଜଣା ପଡିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଥିବାବେଳେ ମୃତ ବାଳକ ଜଣଙ୍କ ପଟ୍ଟାମୁଣ୍ଡାଇର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ। ଗତକାଲି ସନ୍ନ୍ୟାସୀ ନିଜ ବିଲରେ ଧାନ…

ଚିମିନି ବିସ୍ଫୋରଣ, ୭ ମୃତ

ଓଏଲ୍‌ ବ୍ୟୁରୋ : ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି। ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ ହେବା ଦ୍ୱାରା ଚିମିନିରେ ନିଆଁ ଲାଗି ଦୁର୍ଘଟଣା ଘଟିଛି। ବିସ୍ଫୋରଣରେ ୭ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଲୋକ ଫସିରହିଥିବା ଆଶଙ୍କା କରଯାଉଛି। ଘଟଣାଟି ଘଟିଛି ବିହାରର ମୋତିହାରିରେ। ରାମଗରୱା ନରିର୍ଗିର୍‌ରେ…

କୋଣାର୍କ ଓ ରାମଚଣ୍ଡୀ ପୀଠର ଉନ୍ନତିକରଣ…

ଓଏଲ୍‌ ବ୍ୟୁରୋ : ଆଜି ଭୋର ପ୍ରାୟ ୫ଟା ସମୟରେ ୫ଟି ସଚିବ କୋଣାର୍କ ଓ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଉଚ୍ଚଅଧିକାରୀଙ୍କ ସହ ନିର୍ମାଣ କାମକୁ ନେଇ ଆଲୋଚନା କରିଛନ୍ତି। ଚନ୍ଦ୍ରଭାଗ ପରିଦର୍ଶନ କରିବା ସହ ତାହାର…