Odisha Link
Bridging the Missing Links in Odisha
Daily Archives

January 3, 2023

ଆଗୁଆ ନିର୍ବାଚନ ପ୍ରସଙ୍ଗ : ପୁଣି…

ଓଏଲ୍ ବ୍ୟୁରୋ : ଆଗୁଆ ନିର୍ବାଚନ ସଂପର୍କରେ ଆଉ ଥରେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୨୪ ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ଆଗୁଆ ନିର୍ବାଚନ କଥା ଶୁଣି ସେମାନେ ପ୍ରସ୍ତୁତ ଅଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଆସିବେ ବୋଲି…

ବନ୍ଧା ହେଲେ ବିଜେଡି ଜିଲ୍ଲା ପରିଷଦ…

ଓଏଲ୍ ବ୍ୟୁରୋ : ଅବକାରୀ ବିଭାଗ ଦ୍ୱାରା ବଡ଼ ଧରଣର ରେଡ୍। ଢେଙ୍କାନାଳ ଜିଲ୍ଲାରେ ନକଲି ମଦ କାରଖାନା ଠାବ ହୋଇଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ସୂଚନା। ଖବର ଅନୁସାରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି। ଏହି ଖବର ପାଇ ଜିଲ୍ଲାପାଳଙ୍କ…

ଫେବ୍ରୁଆରୀ ପହିଲାରେ ବଜେଟ

ଓଏଲ୍ ବ୍ୟୁରୋ : ଏବର୍ଷର କେନ୍ଦ୍ରୀୟ ବଜେଟ ଫେବ୍ରୁଆରୀ ପହିଲାରେ ଆଗତ ହେବ। ୨୦୨୩ ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଫେବ୍ରୁଆରୀ ପହିଲାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଆର୍ଥିକ ବର୍ଷ ୨୦୨୩-୨୦୨୪ ପାଇଁ ବଜେଟ ଉପସ୍ଥାପନ କରାଯିବ ନେଇ ସୂଚନା। ସୂଚନା…

କାରକୁ ଧକ୍କା ଦେଲା ବସ୍, ୨ମୃତ

ଓଏଲ୍ ବ୍ୟୁରୋ : କଳାହାଣ୍ଡି କେସିଙ୍ଗାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କାରକୁ ଧକ୍କା ଦେଇଛି ବସ। ବସ୍ ଧକ୍କାରେ କାରଟି ଚୁରମାର ହୋଇ ଯାଇଥିବାବେଳେ ଦୁର୍ଘଟଣାରେ କାରରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି। ଖବର ଅନୁସାରେ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଘରୋଇ ବସ୍…

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ…

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ପାରାଦୀପରେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଜଣେ ରୁଷୀୟ ଚିଫ୍‌ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ…