ଟିମ୍ ଇଣ୍ଡିଆର ଦମଦାର ବିଜୟ, ବର୍ଷର…
ଓଏଲ୍ ବ୍ୟୁରୋ: ବର୍ଷର ପ୍ରଥମ ମ୍ୟାଚକୁ ଜିତି ନେଇଛି ଭାରତ। ଶେଷ ବଲରେ ଦମଦାର ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୨ ରନରେ ପରାସ୍ତ କରି ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୨ ରନ୍ କରିଥିଲା।…