Odisha Link
Bridging the Missing Links in Odisha

ଆନ୍ଦୋଳନ କରିବେ ଡାକ୍ତର, ଚେତାବନୀ ଦେଲା ଓମ୍‌ସା

ଯଦି ସରକାର ଏହି ଦାବି ପୂରଣ ନକରନ୍ତି ତେବେ ଆସନ୍ତା ଫେବ୍ରୁଆରୀ ୧ରୁ ଆନ୍ଦୋଳନ କରିବେ ଡାକ୍ତର

ଓଏଲ୍‌ ବ୍ୟୁରୋ : ଫେବୃଆରୀ ୧ରୁ ହୋଇପାରେ ଡାକ୍ତର ଆନ୍ଦୋଳନ। କେନ୍ଦ୍ରୀୟ ହାରରେ ଦରମା ଓ ଅବସର ବୟସ ବୃଦ୍ଧି ସହ ଆଡହକ୍‌ ଡାକ୍ତରଙ୍କୁ ସ୍ଥାୟୀ କରିବା ଭଳି ସରକାରଙ୍କ ପାଖରେ ଏକାଧିକ ଦାବି ରଖିଛି ଓଡିଶା ମେଡିକାଲ ସେବା ସଙ୍ଘ। ଯଦି ସରକାର ଏହି ଦାବି ପୂରଣ ନକରନ୍ତି ତେବେ ଆସନ୍ତା ଫେବ୍ରୁଆରୀ ୧ରୁ ଆନ୍ଦୋଳନ କରିବେ ଡାକ୍ତର। ସୂଚନା ଅନୁସାରେ, ପ୍ରେସମିଟ୍ ଜରିଆରେ ଆନ୍ଦୋଳନର ଚେତାବନୀ ଦେଲା ଓଡିଶା ମେଡିକାଲ ସେବା ସଙ୍ଘ।

Leave A Reply

Your email address will not be published.