Odisha Link
Bridging the Missing Links in Odisha
Daily Archives

January 11, 2023

ସର୍ବ ଭାରତୀୟ ପର୍ବ ମକର ସଂକ୍ରାନ୍ତି

ଓଏଲ୍‌ ବ୍ୟୁରୋ : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାଳନ ହେବାକୁ ଯାଉଛି ମକର ସଂକ୍ରାନ୍ତି। ଏହି ମହତ୍ତ୍ୱପୂର୍ଣ୍ଣ ପର୍ବ ଚଳିତ ବର୍ଷ ଜାନୁଆରୀରେ ପାଳନ ହେବ। ମକର ସଂକ୍ରାନ୍ତିକୁ ଏକ ସର୍ବ ଭାରତୀୟ ପର୍ବ ବୋଲି କୁହାଯାଏ। ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି। ଭାରତ ବାହାରେ ରୋମାନ ଓ…

ଅର୍ଚ୍ଚନା ନାଗ ମାମଲା : ଡିଜିଟାଲ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଭିସି ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ମନି ଲଣ୍ଡରିଂ ମାମଲାରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର।…

ଶ୍ରୀମନ୍ଦିର ରତ୍ନ ସିଂହାସନରେ ମୂଷା ଓ…

ଓଏଲ୍‌ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନସିଂହାସନ ଓ ଗର୍ଭଗୃହରେ ମୂଷା ଓ ଅସରପା ଆତଙ୍କ। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ସୃଷ୍ଟି କରିଛି ମୂଷା। ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି। ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା…

ମୋନାଲି ହତ୍ୟା ମାମଲା : ନିର୍ଦ୍ଦୟ…

ଓଏଲ୍‌ ବ୍ୟୁରୋ : ନିର୍ଦ୍ଦୟ ସାଜିଲା ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି…

ଆନ୍ଦୋଳନ କରିବେ ଡାକ୍ତର, ଚେତାବନୀ ଦେଲା…

ଓଏଲ୍‌ ବ୍ୟୁରୋ : ଫେବୃଆରୀ ୧ରୁ ହୋଇପାରେ ଡାକ୍ତର ଆନ୍ଦୋଳନ। କେନ୍ଦ୍ରୀୟ ହାରରେ ଦରମା ଓ ଅବସର ବୟସ ବୃଦ୍ଧି ସହ ଆଡହକ୍‌ ଡାକ୍ତରଙ୍କୁ ସ୍ଥାୟୀ କରିବା ଭଳି ସରକାରଙ୍କ ପାଖରେ ଏକାଧିକ ଦାବି ରଖିଛି ଓଡିଶା ମେଡିକାଲ ସେବା ସଙ୍ଘ। ଯଦି ସରକାର ଏହି ଦାବି ପୂରଣ ନକରନ୍ତି ତେବେ ଆସନ୍ତା ଫେବ୍ରୁଆରୀ ୧ରୁ…

ନନ୍ଦନକାନନରେ ଏସୀୟ ସିଂହୀ ରେୱା ଜନ୍ମ…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ନନ୍ଦନକାନନରେ ନୂଆ ୪ଶାବକ ଜନ୍ମ ଦେଲା ସିଂହୀ। ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେୱା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ଜଣା ପଡିଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେୱା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭ ମିଳନରୁ ଜନ୍ମିତ…

ଟ୍ରକ ସହ ସ୍କର୍ପିଓ ଧକ୍କା, ଦୁର୍ଘଟଣାରେ…

ଓଏଲ୍‌ ବ୍ୟୁରୋ : ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛକୁ ସ୍କର୍ପିଓ ପିଟିଥିବା ଖବର ସାମ୍ନାକୁ ଆସିଛି। ଟ୍ରକ ସହ ସ୍କର୍ପିଓ ଧକ୍କା ହେବା ଦ୍ୱାରା ଦୁର୍ଘଟଣାରେ ସମ୍ମୁଖୀନ ହୋଇ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର- ସମ୍ବଲପୁର ଏନ୍ଏଚ୍-୨୬ ରାସ୍ତାରେ। ତେବେ ଏହି…

ସ୍କୁଲ ବସ୍ ଦୁର୍ଘଟଣା, ୧୫ରୁ ଉର୍ଦ୍ଧ୍ଵ…

ଓଏଲ୍‌ ବ୍ୟୁରୋ : ଗଛରେ ପିଟି ହେଲା ସ୍କୁଲ ବସ୍ ଏବଂ ଦୁର୍ଘଟଣାରେ ଆହତ ହୋଇଛନ୍ତି ୧୫ ଜଣ ଛାତ୍ରଛାତ୍ରୀ। ଏହି ବସରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୪୦ ପିଲାଙ୍କୁ ନେଇ ଯାଉଥିବାବେଳେ ବସ୍ ଦୁର୍ଘଟଣା ହୋଇଛି। ତେବେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି ଉମରକୋଟରେ। ସ୍କୁଲ ବସ୍ ଚନ୍ଦାହାଣ୍ଡି ଫାଟକି ଗାଁର…

ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌…

ଓଏଲ୍‌ ବ୍ୟୁରୋ : ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଗାଡି ଚାଳକଙ୍କୁ ଦେବାକୁ ପଡିବ ଜୋରିମାନା। ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି)କୁ ନେଇ ନିୟମ କଡାକଡି କରିଛନ୍ତି ପରିବହନ ବିଭାଗ। ସୂଚନା ଅନୁସାରେ ଯେଉଁ ଗାଡ଼ିର ଶେଷ ନମ୍ବର…

ଓଡ଼ିଶା ଆସିବ ବିଜୁ ବାବୁଙ୍କ ପ୍ରିୟ…

ଓଏଲ୍‌ ବ୍ୟୁରୋ : କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱରକୁ ଆସିବାକୁ ଯାଉଛି ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ। ତେବେ ଏହି ବିମାନବନ୍ଦରକୁ ଓଡ଼ିଶାକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିରେ ୪ଜଣ ଇଂଜିନିୟର ଡାକୋଟାର ଯନ୍ତ୍ରାଂଶ ଖୋଲୁଥିବା ଜଣା ପଡିଛି। ଡାକୋଟା ବିମାନକୁ ଓଡ଼ିଶାକୁ…