Odisha Link
Bridging the Missing Links in Odisha

ଟ୍ରଲର ସହ କାର୍ ଧକ୍କା ; ଚାଲିଗଲା ୨ ଜଣଙ୍କ ଜୀବନ

ଜଗତସିଂହପୁରରୁ ଘଟଗାଁ ତାରିଣୀ ଦର୍ଶନ ପାଇଁ ଯିବାବେଳେ ଘଟିଛି ଏଭଳି ଅଭାବନୀୟ ସଡକ ଦୁର୍ଘଟଣା

ଓଏଲ୍‌ ବ୍ୟୁରୋ : କୁଆଖିଆ ଥାନା ଏନ୍ଏଚ୍ ୧୬ ଗୋପାଳପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଜାତୀୟ ରାଜପଥରେ ଟ୍ରଲର ପଛକୁ କାର୍ ଧକ୍କା ହେବା ଦ୍ୱାରା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଜଗତସିଂହପୁରରୁ ଘଟଗାଁ ତାରିଣୀ ଦର୍ଶନ ପାଇଁ ଯିବାବେଳେ ଘଟିଛି ଏଭଳି ଅଭାବନୀୟ ସଡକ ଦୁର୍ଘଟଣା।

Leave A Reply

Your email address will not be published.