Odisha Link
Bridging the Missing Links in Odisha
Daily Archives

January 16, 2023

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ…

ଓଏଲ୍‌ ବ୍ୟୁରୋ : ମାଛ ଧରିବାକୁ ଯାଇ ୫ ଦିନ ହେବ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଖବରରୁ ଜଣା ପଡିଥିଲା। ବର୍ତ୍ତମାନ ଗଭୀର ସମୁଦ୍ରରେ ନିଖୋଜ ହୋଇଥିବା ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଛି। ନିଖୋଜ ମତ୍ସ୍ୟଜୀବୀଙ୍କ ଯୋଗାଯୋଗ ହୋଇଥିବା ନେଇ ଓଏମ୍ଏଫପିଏ ସଭାପତି ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀମାନେ…

ଘନ କୁହୁଡି ଯୋଗୁଁ ଚିଲିକା ମଝିରେ ଫସିଲା…

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଜଣା ପଡିଛି। ଘନ କୁହୁଡି ପାଇଁ ଚିଲିକା ମଝିରେ ଭସାପୋଲ ଫସି ରହିଛି। ସୂଚନା ଅନୁସାରେ, ଚିଲିକା ମଝିରେ ଫସି ରହିଥିବା ଭସାପୋଲରେ ୩୦ ଯାତ୍ରୀଙ୍କ ସହ ଗୋଟିଏ…

ରାଉରକେଲା ଷ୍ଟାଡିୟମ ବିଶ୍ୱରେ ବୃହତ୍ତମ :…

ଓଏଲ୍‌ ବ୍ୟୁରୋ : ଓଡ଼ିଶାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ଉଦଘାଟନ ପରଠୁ ଗୋଟିଏ ବିତର୍କ ଲାଗି ରହିଥିଲା। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ ଷ୍ଟାଡିୟମ୍‌ କି ନୁହେଁ ବୋଲି କିଛି ଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ବିରୋଧୀ…

ଲୁହା ବିମ୍‌ ପଡି ୨ ଶ୍ରମିକ ମୃତ

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ସ୍ଥିତ ଏକ ରାଇସ ମିଲ୍‌ରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ୨ ଶ୍ରମିକ ରାଇସ ମିଲ୍‌ରେ କାମ କରୁଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଛି। ରାଇସ ମିଲ୍‌ରେ କାମ କରୁଥିବା ସମୟରେ ଚାଉଳ ବସ୍ତା ଉପରେ ଲୁହା ବିମ୍‌…