Odisha Link
Bridging the Missing Links in Odisha
Daily Archives

January 17, 2023

ଭିଜିଲାନ୍ସ ପଞ୍ଝାରେ ବିଡିଓ ନାରାୟଣ ସାହୁ

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ଉରେ ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି।…

ଜନସଂଖ୍ୟା ନିୟନ୍ତ୍ରଣ: ଶାଶୁ-ବୋହୂ…

ଓଏଲ୍‌ ବ୍ୟୁରୋ: ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଓ ପରିବାର ଯୋଜନା ଶିକ୍ଷା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନେଇଛି ନୂଆ ପଦକ୍ଷେପ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍…

ମାଆ ଓ ପୁଅ ମୃତ୍ୟୁ ଘଟଣାରେ ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଗତକାଲି ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟିକଟାଯାଇ ମାରିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ଏହି ଘଟଣାକୁ ନେଇ…

ଜନତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍,…

ଓଏଲ୍‌ ବ୍ୟୁରୋ: ଭାରତରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଜନସଂଖ୍ୟା। ସାରା ବିଶ୍ବରେ ଜନସଂଖ୍ୟା ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଥିବା ସହିତ କିଛି ନୂଆ ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଥିବା ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା…

ପାଣିପାଗ ଖବର: କମିବ ଶୀତ, ଆଜିଠୁ ୨ ଦିନ…

ଓଏଲ୍‌ ବ୍ୟୁରୋ: ପୂର୍ବ ଅପେକ୍ଷା ଏବେ ରାଜ୍ୟରେ ଟିକେ କମିଛି ଶୀତ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏହାରିମଧ୍ୟରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ମେଘୁ୍ଆ ପାଗ ମଧ୍ୟ ପରିଲିକ୍ଷିତ ହେଉଛି । ଏପରିକି ଆଜି ଓ ୧୮ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା…

ଚିଟ୍‌ଫଣ୍ଡ ମାମଲା: ଜମାକାରୀ କିଭଳି…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଜମାକାରୀ କିଭଳି ଟଙ୍କା ଫେରସ୍ତ ପାଇ ପାରିବେ ସେ ନେଇ ବିଶେଷ ଗୁରୁତ୍ବାରୋପ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ସଲିସିଟର୍‌ ଜେନେରାଲ,…