Odisha Link
Bridging the Missing Links in Odisha
Daily Archives

January 17, 2023

ସିବିଆଇ ଜାଲରେ ରେଳ ଅଧିକାରୀ, ଠାବ ହେଲା…

ଓଏଲ୍‌ ବ୍ୟୁରୋ : ସିବିଆଇ ପଞ୍ଝାରେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଅବସରପ୍ରାପ୍ତ ରେଳ ଅଧିକାରୀ ହେଲେ ପ୍ରମୋଦ ଜେନା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରେଳ ଅଧିକାରୀଙ୍କ ଘରେ ରେଡ଼ ମାରିଛି ସିବିଆଇ। ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ନଗଦ ୧କୋଟି…

କଂଗ୍ରେସର ହାତ ଛାଡ଼ିଲେ ସତ୍ୟପ୍ରକାଶ ନାୟକ

ଓଏଲ୍‌ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ। ଆଜି ସେ ଓଡ଼ିଶା ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ନିଜେ ସତ୍ୟ ପ୍ରକାଶ ନାୟକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଦୁଇ ପୃଷ୍ଠାର ଇସ୍ତଫା ପତ୍ରରେ କଂଗ୍ରେସ ଛାଡ଼ିବାର କାରଣ…

ଓଡ଼ିଶାରେ ୨ଟି ମେଡିକାଲ କଲେଜ ଖୋଲିବା…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଦୁଇଟି ମେଡିକାଲ କଲେଜ ଖୋଲିବା ପାଇଁ ଓଡିଶା ସରକାରଙ୍କୁ ଆଦାନି ଗ୍ରୁପ(ଆଦାନି ପୋର୍ଟସ୍ ଆଣ୍ଡ ଲଜିଷ୍ଟିକ) ପ୍ରସ୍ତାବ ଦେଇଥିବା ଜଣା ପଡିଛି। ଆଦାନି ଗ୍ରୁପ ପକ୍ଷରୁ ଏକ ଚିଠି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତଙ୍କୁ ଲେଖାଯାଇଛି। ଆଦାନି…

‘ଜାଣିଶୁଣି ବିକ୍ଷୋଭ କିମ୍ବା ବିନା…

ଓଏଲ୍‌ ବ୍ୟୁରୋ : ଓଟିଇଟି ପରୀକ୍ଷା ଫଳକୁ ନେଇ ବୋର୍ଡ ଅଫିସ ଆଗରେ ଧାରଣା ଦେଇଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସୁପାରିସ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର। ସେ କହିଛନ୍ତି ବୋର୍ଡ ପକ୍ଷରୁ ଚିଠି ମିଳିବା ପରେ ସେମାନେ କେଉଁ…

ବିଡିଓଙ୍କ ବିପୁଳ ସଂପତ୍ତି ଠାବ କଲା…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ପଡିଥିବା ବିଡ଼ିଓଙ୍କ ବିପୁଳ ସମ୍ପତି ଠାବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ବିଡିଓ ନାରାୟଣ ସାହୁଙ୍କ କୋଠା, ବହୁ ପ୍ଲଟ, ଗାଡ଼ି, ସୁନା ଭିଜିଲାନ୍ସ ଠାବ କରିଥିବାବେଳେ ନଗଦ…

ଅର୍ଚ୍ଚନା ନାଗ ମାମଲା : ଶ୍ରଦ୍ଧାଞ୍ଜଳୀ…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ମିଳିଲାନି ଆଗୁଆ ଜାମିନ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳୀ ବେହେରା। ଇଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଆଗୁଆ…

ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ

ଓଏଲ୍‌ ବ୍ୟୁରୋ : ପୋଖରୀରେ ବୁଡ଼ି ଚାଲିଗଲା ଦେଢ଼ ବର୍ଷର ଶିଶୁ କନ୍ୟାର ଜୀବନ। ଏହି ଅଭାବନୀୟ ଘଟଣା ଉଦଳା କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରେ ଘଟିଥିବା ଜଣା ପଡିଛି। ସୂଚନା ଅନୁସାରେ କୁନି ଝିଅଟି ଖେଳୁଥିବା ବେଳେ ଘର ପଛରେ ଥିବା ପୋଖରୀରେ ପଡ଼ିଯାଇଥିଲା। ପୋଖରୀରେ ବୁଡ଼ିଯିବାରୁ ଦେଢ଼ ବର୍ଷର ଶିଶୁ…

ଅବଦୁଲ ରେହମାନକୁ ବିଶ୍ବ ଆତଙ୍କବାଦୀ…

ଓଏଲ୍‌ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ବୋଲି ସୋମବାର ଘୋଷଣା କରାଯାଇଛି। ମାକ୍କି ହେଉଛି ଲସ୍କର–ଇ– ତୋଇବା ମୁଖ୍ୟ ତଥା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ। ସୂଚନା ଅନୁସାରେ, ଅବଦୁଲ ରେହମାନର…

ପେଟ୍ରୋଲ ଦୀପ ଫାଟି ଶିଶୁ କନ୍ୟା ମୃତ

ଓଏଲ୍‌ ବ୍ୟୁରୋ : ପେଟ୍ରୋଲ ଦୀପ ନେଇଗଲା ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି। ପେଟ୍ରୋଲ ଦୀପ ଲଗାଇବା ବେଳେ ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର…

କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ,…

ଓଏଲ୍‌ ବ୍ୟୁରୋ : ଆଜି କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ। ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୌରାଞ୍ଚଳ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିବାରୁ ସିଟି ହସ୍ପିଟାଲ ପାଇଁ ଦାବି କରି ଏହି ବନ୍ଦ ପାଳନ କରାଯାଉଛି। ୨୪ ଘଣ୍ଟିଆ ବନ୍ଦ ଯୋଗୁଁ…