Odisha Link
Bridging the Missing Links in Odisha

୨୧ରୁ ରାଜ୍ୟ ବଜେଟ୍‌‌ ଅଧିବେଶନ

ଫେବ୍ରୁଆରୀ ୨୪ ତାରିଖରେ ରାଜ୍ୟ ବଜେଟ ଆଗତ ହେବ

ଓଏଲ୍‌ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରୀ ୨୪ ତାରିଖରେ ରାଜ୍ୟ ବଜେଟ ଆଗତ ହେବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ରାଜ୍ୟ ବଜେଟ ଅଧିବେଶନ। ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

Leave A Reply

Your email address will not be published.