Odisha Link
Bridging the Missing Links in Odisha
Daily Archives

February 6, 2023

ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା; ୨…

ଓଏଲ୍‌ ବ୍ୟୁରୋ : ବନବିଭାଗର ହେପାଜତରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖୁଣ୍ଟକଟା ସାତଗୋଛିଆ ଗାଁର ଧନେଶ୍ବର ବେହେରା। ତେବେ ଏହି ମୃତ୍ୟୁ ଘଟଣାରେ ପୁଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏମାନଙ୍କୁ ଥାନାରେ…

୫ ମାସ ପରେ ଆନନ୍ଦପୁର ବିଧାୟକଙ୍କ ନାଁରେ…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ। ତାଙ୍କ ନାଁରେ ରୁଜୁ ହୋଇଛି ମାମଲା।ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ତାଙ୍କ ବିରୋଧରେ କେସ୍‌ ନମ୍ବର ୨୪/୨୩ ଦଫା ୨୯୪ ଓ ୫୦୬ରେ ମାମଲା ରୁଜୁ ହୋଇଥିବା ଥାନା…

ଭୟଙ୍କର ଭୂମିକମ୍ପରେ ଦୋହଲିଲା ତୁର୍କୀ,…

ଓଏଲ୍‌ ବ୍ୟୁରୋ: ତୁର୍କୀରେ ବଡ଼ ଧରଣଣ ଭୂମିକମ୍ପ । ଯାହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ବରମୁଣ୍ଡା ବସଷ୍ଟାଣ୍ଡରେ ବୋମାମାଡ଼

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ କାଣ୍ଡ ଘଟାଇଥିବା ଖବରରୁ ଜଣା ପଡିଛି। ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମାମାଡ ହୋଇଥିବା ଜଣା ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି। ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ଉପରକୁ ବୋମା…

ଓଡ଼ିଶା ଜନସେବା ସଂଗଠନ ପକ୍ଷରୁ ଜୀବନ…

ଓଏଲ୍‌ ବ୍ୟୁରୋ : ଓଡ଼ିଶା ଜନସେବା ସଂଗଠନ ତରଫରୁ ରକ୍ତର ଅଭାବ ଦୂର କରିବା ନିମନ୍ତେ ଜୀବନ ସଂଚାର ଅଭିଯାନ ମାଧ୍ୟମରେ ଏକ ବିଶାଳ ରକ୍ତଦାନ ଶିବିର କେନ୍ଦ୍ରାପଡ଼ା ଚଣ୍ଡିବଜାର ଠାରେ ଆୟୋଜନ କରାଯାଇଥିଲା। ସଂଗଠନର ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ…