Odisha Link
Bridging the Missing Links in Odisha
Daily Archives

February 7, 2023

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟସ୍‌ମ୍ୟାନ୍‌ ଆରୋନ ଫିଞ୍ଚ। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଫିଞ୍ଚ୍‌ । ସେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଦଳରେ ନାହାନ୍ତି। ଆରୋନ୍‌ ଫିଞ୍ଚ ୨୦୨୨ ମସିହାରେ…

କମିବ ଶୀତ, ବଢିପାରେ ତାପମାତ୍ରା

ଓଏଲ୍‌ ବ୍ୟୁରୋ : ପୁଣିଥରେ ଶୀତର ପ୍ରକୋପ କମିଯାଇଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିଛି। ତଥାପି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାଡ଼ ଜାରି ରହିଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା।…

ନବ ଦାସ ହତ୍ୟା ଘଟଣା : ତଦନ୍ତ ପାଇଁ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳକୁ ଗିରଫ କରାଯାଇଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି କରିଛି କ୍ରାଇମବ୍ରାଞ୍ଚ। ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରୁ…

ଯୁବକଙ୍କୁ ହତ୍ୟା !

ଓଏଲ୍‌ ବ୍ୟୁରୋ : ହତ୍ୟା ଓ ଲୁଣ୍ଠନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯୁଗ ଯେତେ ବଦଳିଲେ ମଧ୍ୟ ଲୋକଙ୍କ ହିଂସ୍ର ଆଚରଣରେ ପରିବର୍ତନ ଆସିପାରି ନାହିଁ। ତେବେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯୁବକଙ୍କ ମୃତଦେହ ଅନ୍ୟଜଣଙ୍କ ଘରୁ ଉଦ୍ଧାର ହୋଇଥିବା ଜଣା ପଡ଼ିଛି। ଏହି…

ଭୂକମ୍ପରେ ଥରିଲା ତୁର୍କୀ; ସହାୟତାର ହାତ…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଭୂକମ୍ପ ପ୍ରଭାବିତ…

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା…

ଓଏଲ୍‌ ବ୍ୟୁରୋ : ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣା ପଡ଼ିଛି। ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ରାଜଧାନୀ ଦିଲ୍ଲୀ ଗ୍ରସ୍ତ କରିଛନ୍ତି। ଗୁରୁତର ଭାବେ ଅସୁସ୍ଥ ଥିବା ଅଭିନେତା ପିଣ୍ଟୁ ନନ୍ଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି…