Odisha Link
Bridging the Missing Links in Odisha
Daily Archives

February 16, 2023

ଟେକ୍ନୋଲୋଜି ହେଉଛି କୃଷି ବିକାଶର ଆଧାର:…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀ…

ବିଏମ୍‌ସି କାର୍ଯ୍ୟାଳୟର ନୂଆ ଠିକଣା

ଓଏଲ୍‌ ବ୍ୟୁରୋ: ବଦଳିଲା ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ। ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି…

ସମ୍ବଲପୁର: ବାବୁଙ୍କ ଝିଅର ଚପଲ ପାଇଁ ୩…

ଓଏଲ୍‌ ବ୍ୟୁରୋ: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ବଡ଼ ବାବୁଙ୍କ ଝିଅର ଚପଲ ହଜିଯାଇଥିଲା। ଆଉ ସେ ହଜିଯାଇଥିବା ଚପଲକୁ ଖୋଜିବା ପାଇଁ ମାସେ କାଳ ଲାଗିଥିଲେ ୩ଟି ସଂସ୍ଥା। ସମ୍ବଲପୁରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଛାଣି ପକାଇଥିଲେ। ଶେଷରେ ୧୦ ହଜାର ଟଙ୍କିଆ ଚପଲ ହଳକ ମିଳିଥିଲା। ଏଭଳି ଘଟଣା…

‘ଯଦି ମୁଖ୍ୟମନ୍ତ୍ରୀ ଶାସନ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆନ୍ଦୋଳନ କରୁଛନ୍ତି ବିଜେପି ନେତା ଓ କର୍ମୀ। ଆଜି ରାଜଭବନ ଆଗରେ ବିଜେପି ସାଂସଦ ଓ ନେତାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ରାଜଭବନ ସମ୍ମୁଖରେ ହେଉଥିବା ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବିଜେପି…

‘ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆନ୍ଦୋଳନ କରୁଛନ୍ତି ବିଜେପି ନେତା ଓ କର୍ମୀ। ଆଜି ରାଜଭବନ ଆଗରେ ବିଜେପି ସାଂସଦ ଓ ନେତାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ରାଜଭବନ ସମ୍ମୁଖରେ ହେଉଥିବା ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବିଜେପି…

ଆସନ୍ତା ଶନିବାର ମହାଶିବରାତ୍ରି ; ସ୍ଥିର…

ଓଏଲ୍‌ ବ୍ୟୁରୋ : ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଶନିବାର ପ୍ରଭୁ ମହାଦେବଙ୍କ ପାଖରେ ଜାଗର ଯାତ୍ରା। ଯାହାକୁ ପ୍ରଭୁଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ। ତେବେ ପ୍ରଭୁ…

ସଡ଼କ ଦୁର୍ଘଟଣା ନେଲା ହୋମଗାର୍ଡଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲାର ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ। ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ…

ବିବାଦରେ ଜୟନାରାୟଣ ମିଶ୍ର : ବହିଷ୍କାର…

ଓଏଲ୍‌ ବ୍ୟୁରୋ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଆରମ୍ଭ ହୋଇଛି। ଗତକାଲି ପୁଲିସ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା।ତେବେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ…

ଶ୍ଵେତା ମୃତ୍ୟୁ ମାମଲା : ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ମୋଡ଼। ଶ୍ଵେତା ମୃତ୍ୟୁ ମାମଲାର ତଦନ୍ତ ଜାରି ରହିଥିବାବେଳେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୁଲିସ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୁଲିସ ଶ୍ଵେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ…