Odisha Link
Bridging the Missing Links in Odisha

ଭୂଷଣ୍ଡପୁର ବାଣ ଟ୍ରାଜେଡି ଘଟଣା ; ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ବାଣ ଟ୍ରାଜେଡି ଘଟଣାରେ ଏବେ ଆଉ ଜଣଙ୍କର ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ଓଏଲ୍‌ ବ୍ୟୁରୋ : ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ଟ୍ରାଜେଡି ଘଟଣା ସାମ୍ନାକୁ ଆସିଥିଲା। ଭୂଷଣ୍ଡପୁର ବାଣ ଟ୍ରାଜେଡିରେ ପୂର୍ବରୁ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତମାନ ଏହି ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

ଖବର ଅନୁସାରେ, ବାଣ ଟ୍ରାଜେଡି ଘଟଣାରେ ଏବେ ଆଉ ଜଣଙ୍କର ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଅବସ୍ଥାରେ ଏମ୍‌ସରେ ଚିକିତ୍ସାଧୀନ ହେଉଛନ୍ତି।

Leave A Reply

Your email address will not be published.