Odisha Link
Bridging the Missing Links in Odisha
Daily Archives

March 10, 2023

ସୁନ୍ଦରଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ରାଉରକେଲା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ। ଏଥିସହିତ ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

କରୋନା ପରେ ଏଚ୩ଏନ୨ ଆତଙ୍କ, ଗଲାଣି ୨…

ଓଏଲ୍‌ ବ୍ୟୁରୋ: ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଦେଶରେ ଦିନକୁ ଦିନ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ସବୁଠୁ ବଡ଼କଥା ହେଲା ଏଚ୩ଏନ୨ ଭୂତାଣୁ ଯୋଗୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହରିଆଣାରେ…

ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ଯିବ…

ଓଏଲ୍‌ ବ୍ୟୁରୋ : ଦୁଇଦିନ ପୂର୍ବରୁ ପାରାଦୀପରୁ ଉଦ୍ଧାର ହୋଇଥିଲା ପାରା। ପାରାଦୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରା ଭାବେ ସନ୍ଦେହ କରାଯାଉଥିବା ସନ୍ଦିଗ୍ଧ ପାରାକୁ ଗତକାଲି ଫୋରେନସିକ୍ ଲ୍ୟାବକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟ ଫୋରେନସିକ ଲ୍ୟାବ କୌଣସି ନିଷ୍କର୍ସରେ ପହଞ୍ଚିନପାରିବାରୁ ପାରାଦୀପ…

ଭୂଷଣ୍ଡପୁର ବାଣ ଟ୍ରାଜେଡି ଘଟଣା ;…

ଓଏଲ୍‌ ବ୍ୟୁରୋ : ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ଟ୍ରାଜେଡି ଘଟଣା ସାମ୍ନାକୁ ଆସିଥିଲା। ଭୂଷଣ୍ଡପୁର ବାଣ ଟ୍ରାଜେଡିରେ ପୂର୍ବରୁ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତମାନ ଏହି ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଖବର ଅନୁସାରେ, ବାଣ ଟ୍ରାଜେଡି ଘଟଣାରେ ଏବେ ଆଉ ଜଣଙ୍କର ମୃତ୍ୟୁ ହେବା ପରେ…

୧୮ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ…

ଓଏଲ୍‌ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ତେବେ କେଉଁ ୧୮ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ଜାଣନ୍ତୁ। ଜନଜାତି ସମ୍ପ୍ରଦାୟ ଜୀବିକା ଓ…

ଘଡ଼ଘଡ଼ି ସହ ଭିଜେଇବ ବର୍ଷା ; ୯…

ଓଏଲ୍‌ ବ୍ୟୁରୋ : ଶୀତର ପ୍ରକୋପ କମି ରାଜ୍ୟରେ କିଛିଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଥିଲା। ତେବେ ତାପମାତ୍ରାରୁ ଅଳ୍ପ ସମୟ ହେବ ଟିକେ ତ୍ରାହି ମିଳିଛି। ଅନ୍ୟପକ୍ଷେ ତାପମାତ୍ରା କମୁକମୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଘଡ଼ଘଡ଼ି ସହ…

ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ…

ଓଏଲ୍‌ ବ୍ୟୁରୋ : ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ ଏବଂ ଠକେଇ ମାମଲା। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବେପାରୀ ମଧ୍ୟ ଠକେଇର ଶିକାର ହେଉଥିବା ଜଣା ପଡିଛି। ଚାରିଆଡେ କାୟା ବିସ୍ତାର କଲେଣି ସାଇବର ଲୁଟେରା। ବର୍ତମାନ ସାଇବର ଲୁଟେରାଙ୍କ ଲୁଟର ଶିକାର ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ନିଖୋଜ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ୍-୨ ପରୀକ୍ଷା। ଏସବୁ ମଧ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସିଛି ଏକ ଖବର। ଦଶମ ପରୀକ୍ଷା ଦେବାକୁ ଯାଇ ଜଣେ ଛାତ୍ର ନିଖୋଜ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେହି ନିଖୋଜ ଛାତ୍ର ଜଣକ ଉଦ୍ଧାର ହୋଇଛନ୍ତି। ଖବର ମୁତାବିକ,…

ଅନୁଷ୍ଠିତ ହେଲା ରାଜ୍ୟ ଶିଶୁ ସୁରକ୍ଷା…

ଓଏଲ୍‌ ବ୍ୟୁରୋ : ଶିଶୁ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଛି। ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କରି ଶିଶୁ ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ କରି ସାଧାରଣ ଲୋକ ମାନଙ୍କୁ ଅବଗତ କରାଯାଉଛି। ଶିଶୁ ମାନଙ୍କ ସୁରକ୍ଷା ପାଇଁ ଗଣମାଧ୍ୟମ ମଧ୍ୟ…

ବିଧାନସଭା: ୪ଟା ଯାଏଁ ଗୃହ ମୁଲତବୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ହେଉଛି ପ୍ରଥମ ଦିନ। ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଯାହାରିଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ପରେ ପ୍ରଶ୍ନକାଳ ଭଳି…