Odisha Link
Bridging the Missing Links in Odisha
Daily Archives

March 16, 2023

ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ…

ଭୁବନେଶ୍ୱର : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।ପ୍ରୋସେସ୍‌…

୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର…

ଭୁବନେଶ୍ୱର : ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ସର୍ଜନ୍‌। ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ…

କରୋନା ଭୟ: ୬ ରାଜ୍ୟକୁ ଚିଠି ଲେଖି ସର୍ତକ…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ଦେଶରେ ଏଚ୩ଏନ୨ ଭୂତାଣୁ କାୟାବିସ୍ତାର କରିବାରେ ଲାଗିଛି। ଅନ୍ୟପଟେ ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଆରମ୍ଭ ହୋଇଛି। ବିଶେଷ ଭାବେ ଦେଶର ୬ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ଚିଠି ଲେଖି ତୁରନ୍ତ ନିୟନ୍ତ୍ରଣ ପାଇଁ…

୩ ମାସରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

ଓଏଲ୍‌ ବ୍ୟୁରୋ: ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ କଲେ ଡ୍ରାଇଭର ମହାସଂଘ। ଆଗାମୀ ୩ ମାସ ଡ୍ରାଇଭର ଏକତା ମହାସଂଘର ଦାବି ସମାଧାନ ହେବ। ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲା ପରେ ନିଆଗଲା ନିଷ୍ପତ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟାଳୟରୁ ଡ୍ରାଇଭର ଏକତା ମହାସଂଘର…

କର୍ଣ୍ଣାଟକ ବିଜେପିରେ ହଟଚମଟ,…

ଓଏଲ୍‌ ବ୍ୟୁରୋ: ଆଗାମୀ ଦିନରେ କର୍ଣ୍ଣାଟକରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନଜରରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା। ବିଶେଷ କରି ଭାରତୀୟ ଜନତା ପାର୍ଟି ନିଜ ଗଡ଼ କିଭଳି ପୁଣିଥରେ ବଞ୍ଚେଇ ରଖିବ ସେ ନେଇ କରୁଛି ବ୍ୟାପକ ପ୍ରସ୍ତୁତି। ବିରୋଧୀ କଂଗ୍ରେସ ଓ ଜନତା…

ପରିବା ଦର ଆକାଶ ଛୁଆଁ, ପେଟ୍ରୋଲ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ଦିନରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ସମୟ ଯେତେ ଗଡ଼ୁଛି ରାଜ୍ୟର ପରିବହନ ବ୍ୟବସ୍ଥା ସେତେ ବିଗିଡ଼ିବାରେ ଲାଗିଛି।ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ। ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ…

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦ୍ବିତୀୟ ଦିନରେ ପହଁଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଭାବିତ ହେଉଛି ଜନଜୀବନ। ଏପରିକି ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ…

ହକି ଷ୍ଟାଡିୟମ ପାଇଁ ଖଣିଜ ପାଣ୍ଠିରୁ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ ସହ ବିରୋଧୀ ଦଳର ଚାଲିଛି ମୁହାଁମୁହିଁ। ତେବେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ। ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପ୍ରଶ୍ନରେ ମନ୍ତ୍ରୀ…

ଦିଲ୍ଳୀ କ୍ୟାପିଟାଲ୍ସ : ଡେଭିଡ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୬ ତମ ସଂସ୍କରଣ। ଏଥିପାଇଁ ସମସ୍ତ ୧୦ଟି ଦଳ ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ଏସବୁ ମଧ୍ୟରେ ଦିଲ୍ଳୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ବଡ଼ ଘୋଷଣା କରିଛି। ଆହତ ଋଷଭ ପନ୍ତ ଚଳିତଥର ଆଇପିଏଲରୁ ବାଦ ପଡ଼ିଥିବା ବେଳେ…

ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ: ରୁଲିଂ ଦେଲେ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ ସହ ବିରୋଧୀ ଦଳର ଚାଲିଛି ମୁହାଁମୁହିଁ। ତେବେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ସାରା ରାଜ୍ୟରେ ଜାରି ରହିଥିବା ଡ୍ରାଇଭର ଆନ୍ଦୋଳନକୁ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି। ଡ୍ରାଇଭରଙ୍କ ସହ ଆଲୋଚନା କରି ଗୃହରେ ବିବୃତି…