Odisha Link
Bridging the Missing Links in Odisha
Daily Archives

March 16, 2023

ମାଟ୍ରିକ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଦଶମ ବୋର୍ଡ ପରୀକ୍ଷା। ପରୀକ୍ଷା ଆରମ୍ଭ ଦିନରୁ ଅନେକ ଘଟଣା ସାମ୍ନାକୁ ଆସିଥିବାବେଳେ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଛାତ୍ରୀ ଜଣକ ଦୁର୍ବୃତ୍ତଙ୍କ…

କୁସୁମ ଟେଟେଙ୍କୁ ଆଶ୍ବସ୍ତି, ବିଧାୟିକା…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ ବିଧାୟିକାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିଜ ପଦକୁ ନେଇ କୁସୁମ ଟେଟେଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। କୁସୁମ ଟେଟେଙ୍କୁ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ। କୁସୁମ ଟେଟେଙ୍କୁ ନେଇ ହୋଇଥିବା ବିଧାୟିକା ପଦ ରଦ୍ଦ ମାମଲା ଖାରଜ କରିଛନ୍ତି ହାଇକୋର୍ଟ। ସୂଚନା ଅନୁସାରେ,…

ପିଏମ୍‌ ମୋଦିଙ୍କୁ ମିଳିବ କି ନୋବେଲ…

ଓଏଲ୍‌ ବ୍ୟୁରୋ: ଏବେ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସବୁଠୁ ଚର୍ଚ୍ଚା। ଗଣମାଧ୍ୟମରୁ ଆରମ୍ଭ କରି ବିଶ୍ବ ଦରବାର ପର୍ଯ୍ୟନ୍ତ ପିଏମ୍‌ ମୋଦିଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। କାରଣ ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍‌ ପିଏମ୍‌ ମୋଦିଙ୍କୁ ନେଇ ଏଭଳି…

ପୁରୀରୁ ଉଦ୍ଧାର ହେଲା ଆଉ ଏକ ସନ୍ଦିଗ୍ଧ…

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ପତି ସାହିରୁ ଅଞ୍ଚଳରୁ ମିଳିଛି ଆଉ ଏକ ସନ୍ଦିଗ୍ଧ ପାରା। ଉଦ୍ଧାର ହୋଇଥିବା ପାରା ଗୋଡ଼ରେ ରହିଛି ପିତ୍ତଳ ଓ ପ୍ଲାଷ୍ଟିକ ଟ୍ୟାଗ୍। ପତି ସାହିରୁ ଧରାପଡ଼ିଥିବା ପାରା ରୂପନ ପତିଙ୍କ ଘର ଛାତ ଉପରେ ବସିଥିଲା। ତେବେ ପାରା ଗୋଡ଼ରେ ପିତଳ…

ରାଜ୍ୟରେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଦିନ ହେବ ଜାରି ରହିଛି ଡ୍ରାଇଭରମାନଙ୍କର ଆନ୍ଦୋଳନ। ଏହି ଆନ୍ଦୋଳନ ସମସ୍ତ ରାଜ୍ୟବାସୀଙ୍କ ଉପରେ ପ୍ରଭାବ ପକାଇଛି। ତେବେ ଡ୍ରାଇଭରମାନଙ୍କର ଆନ୍ଦୋଳନକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିରେ…

ନ୍ୟୁଜିଲାଣ୍ଡରେ ଭୂକଂପ ଝଟ୍‌କା, ତୀବ୍ରତା…

ଓଏଲ୍‌ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରିଭୂତ ହୋଇଛି। ଭୟଙ୍କର ଭୂମିକଂପରେ କ୍ଷୟକ୍ଷତିର ସୂଚନା ନଥିବାବେଳେ ଭୂମିକଂପକୁ ନେଇ ସତର୍କ ସୂଚନା ଦିଆଯାଇଛି। ସମୁଦ୍ରରେ…

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ସାରା ରାଜ୍ୟରେ ଜୋର୍‌ଦାର୍‌ ପ୍ରତିବାଦ ଦେଖିବାକୁ ମଳିଛି। ଗତକାଲି ଏହି ଆନ୍ଦୋଳନ ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି…