Odisha Link
Bridging the Missing Links in Odisha
Daily Archives

April 1, 2023

ଡ଼ରାଇଲାଣି କରୋନା ମହାମାରୀ, ଆଜି ଦୈନିକ…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଧୀରେଧୀରେ ଦେଶର ଦୈନିକ ସଂକ୍ରମଣ ମାମଲା ବଢ଼ିବା ଆରମ୍ଭ ହେଲାଣି। ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୯୯୪। ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୩,୦୦୦ ତଳକୁ…

କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ…

ଓଏଲ୍‌ ବ୍ୟୁରୋ: ଆଜି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗ୍ରସ୍ତରେ ଯାଇଥିଲେ। କୋଟିଆରେ ଉତ୍କଳ ଦିବସ ପାଳନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏହି କାର୍ଯ୍ୟକ୍ରମ ସମୟରେ ସେ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ ପାଠ ପଢା ନେଇ ଏକ ସୂଚନା କହିଛନ୍ତି। କୋରାପୁଟ…

ଏପ୍ରିଲ ୩ରୁ ଆରମ୍ଭ ହେବ ନୂତନ…

ଓଏଲ୍‌ ବ୍ୟୁରୋ: ନୂତନ ଶିକ୍ଷାବର୍ଷର ପାଠ୍ୟକ୍ରମକୁ ନେଇ ସୂଚନା ପ୍ରକାଶ ପାଇଛି। ନୂତନ ଶିକ୍ଷାବର୍ଷ ୧୦୨୩-୨୪ର ପାଠପଢ଼ା ପାଇଁ ଏପ୍ରିଲ ୩ରୁ ବିଦ୍ୟାଳୟ ଯିବେ ଛାତ୍ରଛାତ୍ରୀ। ତେବେ ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ। ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର…

୫-ଟି ଗୋଟେ ଡୁପ୍ଲିକେଟ ଡିପାର୍ଟମେଣ୍ଟ:…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ବନ୍ଦ ହୋଇଛି ବିଧାନସଭା ବଜେଟ ଅଧିବେଶନ। ୪ଟି କାର୍ଯ୍ୟଦିବସ ଥାଇ ବିଧାନସଭାର ୨୭ଦିନିଆ ବଜେଟ୍ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆଜି ଅଚାନକ…

ଆଜି ରାତିରେ ରାଜ୍ୟର ୯ ଜିଲ୍ଲାରେ ବର୍ଷା…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ଭିଜାଇଛି ପଶ୍ଚିମା ଝଡ଼। ଆହୁରି ମଧ୍ୟ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ଆଜି ରାତିରେ ଉପକୂଳ ଓଡ଼ିଶା ସମେତ ୯ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ମଧ୍ୟରେ…

ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ…

ଓଡ଼ିଶାରେ ଗଡ଼ିବ ମେଟ୍ରୋ ଟ୍ରେନ୍,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗଡିବ ମେଟ୍ରୋ ଟ୍ରେନ୍। ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର-କଟକ-ପୁରୀକୁ…

ଉତ୍କଳ ଦିବସରେ କାଳିଆ ସହାୟତା ପ୍ରଦାନ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା…

ନକଲି ସାର୍ଟିଫିକେଟ ଘଟଣା: ବଲାଙ୍ଗୀର ଯାଇ…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରାରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏନେଇ ଅଭିଯୋଗ କ୍ରମେ ମାମଲାରେ ତଦନ୍ତ କରିବା ପାଇଁ ବଲାଙ୍ଗୀର ଯିବ…

ନଦୀରୁ ଅଖାରେ ଭର୍ତ୍ତି ମିଳିଲା ମହିଳାଙ୍କ…

ଓଏଲ୍‌ ବ୍ୟୁରୋ: ଜଳେଶ୍ବର ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରୁ ଅଖାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଖାରେ ଭର୍ତ୍ତି ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଘଟଣା ସ୍ଥଳରେ ପୁଲିସ…